ଦେଶକୁ ହାଇଟେକ୍ ଏକ୍ସପ୍ରେସ ୱେ ଭେଟି ଦେଲେ ମୋଦି

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନ୍‌ଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୋଦି ଦେଶବାସୀଙ୍କୁ ଏହି ଭେଟି ଦେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଦିଲ୍ଲୀରୁ ମିରଟ ଯିବାଲାଗି ୧୩୫ କିଲୋମିଟର ରାସ୍ତାକୁ ୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏଣିକି ଏହି ଯାତ୍ରା ଅବଧି କମିଯିବ। ୧୪ ଲେନ୍ ବିଶିଷ୍ଟ ଏହି ହାଇଟେକ୍ ୱେରେ ଏଣିକି ଦିଲ୍ଲୀରୁ ମିରଟ ଯିବାକୁ ମାତ୍ର ୪୫ ମିନିଟ୍ ସମୟ ଲାଗିବ। ଏଥିସହ […]

modi

modi

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 02:12 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନ୍‌ଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୋଦି ଦେଶବାସୀଙ୍କୁ ଏହି ଭେଟି ଦେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଦିଲ୍ଲୀରୁ ମିରଟ ଯିବାଲାଗି ୧୩୫ କିଲୋମିଟର ରାସ୍ତାକୁ ୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏଣିକି ଏହି ଯାତ୍ରା ଅବଧି କମିଯିବ। ୧୪ ଲେନ୍ ବିଶିଷ୍ଟ ଏହି ହାଇଟେକ୍ ୱେରେ ଏଣିକି ଦିଲ୍ଲୀରୁ ମିରଟ ଯିବାକୁ ମାତ୍ର ୪୫ ମିନିଟ୍ ସମୟ ଲାଗିବ।

ଏଥିସହ ଗାଜିଆବାଦ, ଗ୍ରେଟର ନୋଏଡ଼ା, ଫରିଦାବାଦ ଆଦି ସ୍ଥାନକୁ ଏହି ଏକ୍ସପ୍ରେସ୍ ୱେ ସଂଯୋଗ କରୁଛି। ଏହି ରାସ୍ତା ମଧ୍ୟରେ ୩୧ଟି ଟ୍ରାଫିକ୍ ପୋଷ୍ଟ ରହିଛି। ଏହି ପ୍ରକଳ୍ପ ୨୦୧୯ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୪ଟି ପର୍ଯ୍ୟାୟରେ ଏହି ଏକ୍ସପ୍ରେସ୍ ୱେର କାମ ହେବ। ଏବେ ପ୍ରଥମ ପର୍ଯ୍ୟାୟ କାମ ସରିଛି।

କ’ଣ ରହିଛି ଏକ୍ସପ୍ରେସ୍ ୱେର ବିଶେଷତ୍ୱ :-

୧.ସୌରଶକ୍ତି ଦ୍ୱାରା ରାସ୍ତାରେ ଥିବା ବିଦ୍ୟୁତ ଆଲୋକ ଜଳିବା

୨.  ରାସ୍ତାର ୫ଶହ ମିଟର ବ୍ୟବଧାନରେ ବର୍ଷା ଜଳ ସଂରକ୍ଷଣ ନେଇ ବ୍ୟବସ୍ଥା

୩. ସ୍ୱୟଂଚାଳିତ ଭାବେ ଇଲେକ୍‌ଟ୍ରୋନିକ୍‌ ଟୋଲ୍‌ କଲେକ୍‌ସନ ବ୍ୟବସ୍ଥା

ସୂଚନାଯୋଗ୍ୟ, ୨୦୧୫ ନଭେମ୍ବର ମାସରେ ମୋଦି ଏହି ଏକ୍ସପ୍ରେସ୍ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉଦ୍‌ଘାଟନ ପରେ ଏକ୍ସପ୍ରେସ୍ ୱେରେ ମୋଦି ଏକ ବିଶାଳ ରୋଡ୍ ସୋ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story