ଜାପାନରେ ମହାତ୍ମା ଗାନ୍ଧିଙ୍କ ୩ ମାଙ୍କଡ଼ଙ୍କୁ ମନେ ପକାଇଲେ ମୋଦି

କୋବେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଏବଂ ଜାପାନ ମଧ୍ୟରେ ଦୃଢ଼ ସମ୍ପର୍କ ବାବଦରେ କହିବା ଅବସରରେ ମହାତ୍ମା ଗାନ୍ଧିଙ୍କ ୩ ଚାଲାକ ମାଙ୍କଡ଼ଙ୍କ ବିଷୟରେ କହିଛନ୍ତି। ଆଜି ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ପହଞ୍ଚିଥିବା ମୋଦି କୋବେଠାରେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଆମେ ଯେତେବେଳେ ସମଗ୍ର ବିଶ୍ୱ ସହିତ ସମ୍ପର୍କ ବାବଦରେ କହୁ, ଜାପାନରେ ସ୍ଥାନ ଏ କ୍ଷେତ୍ରରେ ସବୁ ସମୟରେ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ, ଜାପାନ ସହିତ ଆମର ସମ୍ପର୍କ […]

monkey

monkey

Subrat Kumar Nayak
  • Published: Thursday, 27 June 2019
  • Updated: 27 June 2019, 10:16 PM IST

Sports

Latest News

କୋବେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଏବଂ ଜାପାନ ମଧ୍ୟରେ ଦୃଢ଼ ସମ୍ପର୍କ ବାବଦରେ କହିବା ଅବସରରେ ମହାତ୍ମା ଗାନ୍ଧିଙ୍କ ୩ ଚାଲାକ ମାଙ୍କଡ଼ଙ୍କ ବିଷୟରେ କହିଛନ୍ତି। ଆଜି ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ପହଞ୍ଚିଥିବା ମୋଦି କୋବେଠାରେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଆମେ ଯେତେବେଳେ ସମଗ୍ର ବିଶ୍ୱ ସହିତ ସମ୍ପର୍କ ବାବଦରେ କହୁ, ଜାପାନରେ ସ୍ଥାନ ଏ କ୍ଷେତ୍ରରେ ସବୁ ସମୟରେ ଗୁରୁତ୍ୱପୂର୍ଣ୍ଣ।

ସେ କହିଥିଲେ, ଜାପାନ ସହିତ ଆମର ସମ୍ପର୍କ ଶହ ଶହ ବର୍ଷ ପୂରୁଣା। ପରସ୍ପରର ସଂସ୍କୃତି ପ୍ରତି ଆମର ସମ୍ମାନ ରହିଛି। ବାପୁ (ମହାତ୍ମା ଗାନ୍ଧି)ଙ୍କ ପାଇଁ ଆମେ ଗୋଟିଏ ନୀତିକଥା ଶୁଣିଆସିଛେ- ‘ଖରାପ କଥା ଦେଖିବା ନାହିଁ, ଖରାପ କଥା ଶୁଣିବ ନାହିଁ, ଖରାପ କଥା କହିବା ନାହିଁ’। ଭାରତର ପ୍ରତି ପିଲା ଏ ବିଷୟରେ ଜାଣନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଏହି ୩ ମାଙ୍କଡ଼ ତତ୍ତ୍ୱର ଉତ୍ପତି ସ୍ଥଳ ଜାପାନର ୩ଟି ମାଙ୍କଡ଼ ମୂର୍ତ୍ତି। ଏହି ମାଙ୍କଡ଼ ମୂର୍ତ୍ତି ସପ୍ତାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା।

ତିନି ମାଙ୍କଡ଼ ମଧ୍ୟରୁ ଆଖିରେ ହାତ ଦେଇଥିବା ମାଙ୍କଡ଼ ମିଜାରୁ, କାନରେ ହାତ ଦେଇଥିବା ମାଙ୍କଡ଼ କିକାଜାରୁ ଏବଂ ପାଟିରେ ହାତ ଦେଇଥିବା ମାଙ୍କଡ଼ ଇୱାଜାରୁ। ଆମ ଦୁଇ ଦେଶର ଭାଷାରେ ମଧ୍ୟ ସମାନତା ରହିଛି। ଆମେ ଯାହାକୁ ଧ୍ୟାନ କହୁ ସେମାନେ ‘ଜେନ୍‌’ କୁହନ୍ତି ଏବଂ ଉୟଭ ଦେଶରେ ‘ସେବା’ ଶବ୍ଦଟି ସମାନ ଅର୍ଥରେ ବ୍ୟବହାର ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story