ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରୁଷ ଗସ୍ତରେ ଯାଇଛନ୍ତି । ୧୬ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ମୋଦି ସେଠାକୁ ଯାଇଛନ୍ତି। ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଚୁକ୍ତି ହେବ। ପରମାଣୁ ଶକ୍ତି, ହାଇଡ୍ରୋକାର୍ବନ ଏବଂ ବାଣିଜ୍ୟିକ କାରବାର ନେଇ ଦ୍ୱି-ପାକ୍ଷିକ ଚୁକ୍ତି ହେବ ବୋଲି ସୂଚନା ମିଳିଛି। ବିଶେଷ କରି ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ […]

narendra

narendra

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 08:35 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରୁଷ ଗସ୍ତରେ ଯାଇଛନ୍ତି । ୧୬ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ମୋଦି ସେଠାକୁ ଯାଇଛନ୍ତି। ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଚୁକ୍ତି ହେବ। ପରମାଣୁ ଶକ୍ତି, ହାଇଡ୍ରୋକାର୍ବନ ଏବଂ ବାଣିଜ୍ୟିକ କାରବାର ନେଇ ଦ୍ୱି-ପାକ୍ଷିକ ଚୁକ୍ତି ହେବ ବୋଲି ସୂଚନା ମିଳିଛି। ବିଶେଷ କରି ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବୈଦେଶିକ ସଚିବ ଏସ୍.ଜୟଶଙ୍କର କହିଛନ୍ତି। ଏହାଛଡ଼ା ଆତଙ୍କବାଦ ମୁକାବିଲା ନେଇ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୩ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବେ ବୋଲି ଜଣାପଡ଼ିଛି। ରୁଷର ବିଭିନ୍ନ କଂପାନୀର ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବୈଦେଶିକ ସଚିବ ଏସ୍.ଜୟଶଙ୍କର କହିଛନ୍ତି, ଆଜି ମୋଦି ରୁଷର ରାଜଧାନୀ ମସ୍କୋରେ ପହଞ୍ଚିବା ପରେ ପ୍ରଥମେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଦୁଇ ଜଣଙ୍କ ମଧ୍ୟରେ ବୈଠକ ହେବ। ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story