“ମୋତେ ହଟାଇବାକୁ ପାକିସ୍ତାନରେ ସୁପାରି ଦେଇଥିଲେ ଆୟାର”

ବନସକାଣ୍ଠ(ଗୁଜରାଟ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ନେତା ମଣିଶଙ୍କର ଆୟାର ଅଶାଳୀନ ଭାଷାରେ ଟିପ୍ପଣୀ କରିବା ପରେ କଂଗ୍ରେସ ତାଙ୍କୁ ପ୍ରାଥମିକ ସଭ୍ୟପଦରୁ ନିଲମ୍ବିତ କରିଛି। ଦଳ ପକ୍ଷରୁ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଇଛି। ଏଣେ ମୋଦି ମଧ୍ୟ ଆୟାରଙ୍କ ଏମତି ଫୁଲାଫାଙ୍କିଆ କଥାକୁହା ଶୈଳୀକୁ ନାପସନ୍ଦ କରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଗୁଜରାଟ ନିର୍ବାଚନ ମୁଣ୍ଡଉପରେ ଥିବା ବେଳେ ବନସକାଣ୍ଠରେ ଏକ ନିର୍ବାଚନୀ ସଭାକୁ ସମ୍ୱୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ଆୟାରଙ୍କୁ ସମାଲୋଚନା କରିଛନ୍ତି। […]

images

images

Rakesh Mallick
  • Published: Friday, 08 December 2017
  • Updated: 08 December 2017, 08:17 PM IST

Sports

Latest News

ବନସକାଣ୍ଠ(ଗୁଜରାଟ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ନେତା ମଣିଶଙ୍କର ଆୟାର ଅଶାଳୀନ ଭାଷାରେ ଟିପ୍ପଣୀ କରିବା ପରେ କଂଗ୍ରେସ ତାଙ୍କୁ ପ୍ରାଥମିକ ସଭ୍ୟପଦରୁ ନିଲମ୍ବିତ କରିଛି। ଦଳ ପକ୍ଷରୁ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଇଛି। ଏଣେ ମୋଦି ମଧ୍ୟ ଆୟାରଙ୍କ ଏମତି ଫୁଲାଫାଙ୍କିଆ କଥାକୁହା ଶୈଳୀକୁ ନାପସନ୍ଦ କରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଗୁଜରାଟ ନିର୍ବାଚନ ମୁଣ୍ଡଉପରେ ଥିବା ବେଳେ ବନସକାଣ୍ଠରେ ଏକ ନିର୍ବାଚନୀ ସଭାକୁ ସମ୍ୱୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ଆୟାରଙ୍କୁ ସମାଲୋଚନା କରିଛନ୍ତି।

ପାକିସ୍ତାନ ଗସ୍ତ ବେଳେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ହେଲେ ମୋଦିଙ୍କୁ ହଟାଇଦେବାକୁ ପଡିବ ବୋଲି ଆୟାର କହିଥିଲେ। ପ୍ରକାରାନ୍ତରେ ଏହା ମୋର ହତ୍ୟା ପାଇଁ ସୁପାରି ଦିଆଯିବା ଭଳି ଘଟଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ନିର୍ବାଚନୀ ସଭାରେ ସେ କଂଗ୍ରେସ ଓ ବିଜେପି ଭିତରେ ଥିବା ପାର୍ଥକ୍ୟକୁ ମଧ୍ୟ ଉତ୍‌ଥାପନ କରିଛନ୍ତି। ଗୁଜୁରାଟ ବନ୍ୟା ସମୟରେ କଂଗ୍ରେସ ନେତାମାନେ ବାଙ୍ଗାଲୁରୁରେ ଆରାମ କରୁଥିବା ବେଳେ ବିଜେପି ବିଧାୟକ ଏଠାରେ ଲୋକଙ୍କ ସବା କରୁଥିଲେ ବୋଲି ସେ କହିଛନ୍ତି । ସେହିପରି ସୁରାଟରେ ଅନୁଷ୍ଠିତ ଏକ ରାଲିରେ ମଧ୍ୟ ଆୟରଙ୍କ ‘ନିଚ୍ଚା ଆଦମୀ’ ବୟାନକୁ ନେଇ ମତ ରଖିଛନ୍ତି ମୋଦି। ସେ କହିଛନ୍ତି ଆୟାରଙ୍କ ବୟାନ ଜାତି ଭିତ୍ତିକ ଥିଲା ଯାହା କଂଗ୍ରେସର ମୋଗଲ ମାନସିକତାର ପରିଚାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story