ଦୁର୍ନୀତିର ଅୟସରେ ପ୍ରଶାସନ, ଯୋଦ୍ଧାଙ୍କୁ ଦିଆଯାଉଛି ପୁରୁଣା ମେସିନ୍‌: ମୃତ ପାଇଲଟ୍‌ ସମୀର ଆବ୍ରଲଙ୍କ ଭାଇ

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ମଝି ଆକାଶରେ ଧ୍ୱଂସ ପାଇଗଲା ଆଇଏଏଫ୍‌ ମାଇରେଜ୍‌ ୨୦୦୦ ଟିଆଇ ଏୟାରକ୍ରାଫ୍ଟ। ଏଥିରେ ୨ ଜଣ ସ୍କ୍ୱାର୍ଡନ୍‌ ଲିଡର ସିଦ୍ଧାର୍ଥ ନେଗୀ ଏବଂ ସମୀର ଆବ୍ରଲଙ୍କ ଜୀବନ ଯାଇଥିଲା। ତେବେ ବେଙ୍ଗାଲୁରସ୍ଥିତ ହାଲ୍‌ ବିମାନ ବନ୍ଦର ନିକଟରେ ଏଭଳି ଘଟଣାରେ ମୃତ ସମୀରଙ୍କ ଭାଇ ସୁଶାନ୍ତ ଆବ୍ରଲଙ୍କ ଏକ ଫେସବୁକ୍‌ ପୋଷ୍ଟ ଏବେ ସମସ୍ତଙ୍କ ଲୁହ ଝରାଉଛି। ଏହି ଘଟଣାରେ ସମଗ୍ର ଦେଶ ଶୋକ ମନାଉଥିବାବେଳେ ସୁଶାନ୍ତ ନିଜର କବିତା ବାବଦରେ […]

pilot

pilot

Subrat Kumar Nayak
  • Published: Thursday, 07 February 2019
  • Updated: 07 February 2019, 02:18 PM IST

Sports

Latest News

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ମଝି ଆକାଶରେ ଧ୍ୱଂସ ପାଇଗଲା ଆଇଏଏଫ୍‌ ମାଇରେଜ୍‌ ୨୦୦୦ ଟିଆଇ ଏୟାରକ୍ରାଫ୍ଟ। ଏଥିରେ ୨ ଜଣ ସ୍କ୍ୱାର୍ଡନ୍‌ ଲିଡର ସିଦ୍ଧାର୍ଥ ନେଗୀ ଏବଂ ସମୀର ଆବ୍ରଲଙ୍କ ଜୀବନ ଯାଇଥିଲା। ତେବେ ବେଙ୍ଗାଲୁରସ୍ଥିତ ହାଲ୍‌ ବିମାନ ବନ୍ଦର ନିକଟରେ ଏଭଳି ଘଟଣାରେ ମୃତ ସମୀରଙ୍କ ଭାଇ ସୁଶାନ୍ତ ଆବ୍ରଲଙ୍କ ଏକ ଫେସବୁକ୍‌ ପୋଷ୍ଟ ଏବେ ସମସ୍ତଙ୍କ ଲୁହ ଝରାଉଛି।

ଏହି ଘଟଣାରେ ସମଗ୍ର ଦେଶ ଶୋକ ମନାଉଥିବାବେଳେ ସୁଶାନ୍ତ ନିଜର କବିତା ବାବଦରେ ପାଇଲଟଙ୍କ ବିପଦପୂର୍ଣ୍ଣ ଜୀବନ ବାବଦରେ ଏକ ଅକୁହା କାହାଣି କହିଛନ୍ତି ଏବଂ ଅଦେଖା ଚିତ୍ର ଆଙ୍କିଛନ୍ତି। ସେ କହିବାକୁ ଚାହିଁଛନ୍ତି ପ୍ରଶାସନ ଓ ସରକାର ଦୁର୍ନୀତିରେ ମସଗୁଲ ଥିବାବେଳେ ଦେଶର ଯୋଦ୍ଧା ପାଇଲଟଙ୍କୁ ବିପଦ ଶଙ୍କୁଳ ଭାବରେ ଛାଡ଼ିଦିଆଯାଉଛି।

ତାଙ୍କ କବିତାର ପ୍ରଥମ ଧାଡ଼ି ଥିଲା, “ଆକାଶରୁ ସେ ତଳେ ପଡ଼ିଲା ଭାଙ୍ଗିଯାଇଥିବା ମେରୁଦଣ୍ଡ ସହିତ, କେବଳ ତଳେ ପଡ଼ିରହିଥିଲା ଗୋଟିଏ ବ୍ଲାକ୍‌ ବକ୍ସ ।”

ଆମ ଯୋଦ୍ଧାଙ୍କୁ ପୁରୁଣାକାଳିଆ ମେସିନ୍‌ ଦିଆଯାଉଥିବା ସତ୍ତ୍ୱେ ସେମାନେ ସାହସିକତାର ସହିତ ଲଢ଼ି ଆସୁଛନ୍ତି ବୋଲି ଏହି କବିତାରେ ସେ କହିବାକୁ ଚାହିଁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ବିସ୍ଫୋରଣ ପରେ ବି ଠିକ୍‌ଠାକ୍‌ ଥିଲା, ଯେପର୍ଯ୍ୟନ୍ତ ପାରାଚୁଟ୍‌ରେ ନିଆଁ ଲାଗିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story