ପୋଲିସ୍‌ ଏନ୍‌କାଉଣ୍ଟରରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ମେହବୁବନଗର ଜିଲ୍ଲାର ମିଲେନିୟମ୍‌ ଟାୱାରରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। କିଛି ଦିନ ତଳେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ଲିଙ୍କ୍‌ରେ କିଛି ଯୁବକଙ୍କୁ ଏନ୍‌ଆଇଏ ଗିରଫ କରିଥିଲା।

telangana-encounter

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 01:54 PM IST

ହାଇଦ୍ରାବାଦ: ତେଲେଙ୍ଗାନା ମେହବୁବନଗର ଜିଲ୍ଲାର ମିଲେନିୟମ୍‌ ଟାୱାରରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି।

ହାଇଦ୍ରାବାଦଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। କିଛି ଦିନ ତଳେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ଲିଙ୍କ୍‌ରେ କିଛି ଯୁବକଙ୍କୁ ଏନ୍‌ଆଇଏ ଗିରଫ କରିଥିଲା।

Related story