ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଏଏସ୍‌ଆଇ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍‌ ଇନ୍‌ସପେକ୍ଟର(ଏଏସ୍‌ଆଇ) ଅଜୟ କୁମାର ଆଜି ଜାହାଙ୍ଗିରପୁରୀ ମେଟ୍ରୋ ଷ୍ଟେସନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ। ତେବେ ଦିଲ୍ଲୀ ମେଟ୍ରୋରେ ଏଭଳି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା କିଛି ନୂଆ କଥା ନୁହେଁ। ଏଭଳି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବାର ଏହା ହେଉଛି ୪ର୍ଥ ଘଟଣା। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ ବାରମ୍ବାର […]

ty

ty

Hemant Lenka
  • Published: Thursday, 04 April 2019
  • Updated: 04 April 2019, 08:03 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍‌ ଇନ୍‌ସପେକ୍ଟର(ଏଏସ୍‌ଆଇ) ଅଜୟ କୁମାର ଆଜି ଜାହାଙ୍ଗିରପୁରୀ ମେଟ୍ରୋ ଷ୍ଟେସନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ। ତେବେ ଦିଲ୍ଲୀ ମେଟ୍ରୋରେ ଏଭଳି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା କିଛି ନୂଆ କଥା ନୁହେଁ।

ଏଭଳି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବାର ଏହା ହେଉଛି ୪ର୍ଥ ଘଟଣା। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ ବାରମ୍ବାର ଏଭଳି ଘଟଣାକୁ ରୋକିବାକୁ ଚେଷ୍ଟା କରୁଥିଲେ ହେଁ ଦିନକୁ ଦିନ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story