ବାଃରେ ପୋଲିସ! ଗାଡ଼ିରେ ରକ୍ତ ଲାଗିଯିବ ବୋଲି ଆହତଙ୍କୁ ଡାକ୍ତରଖାନା ନେଲେନି, ରାସ୍ତା କଡ଼ରେ ଚାଲିଗଲା ଦୁଇ ଜୀବନ

ଲକ୍ଷ୍ନୌ: ରାସ୍ତାରେ ଦୁର୍ଘଟଣାଟିଏ ଘଟିଲା। ଦୁଇ ଜଣ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଜଣେ ବ୍ୟକ୍ତି ଫୋନ୍ କରି ପୋଲିସ୍‌କୁ ଜଣାଇଲେ। ପୋଲିସ୍ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଲା। କିନ୍ତୁ ଆହତ ଦ୍ୱୟଙ୍କୁ ଡାକ୍ତରଖାନା ନେବାକୁ ଅମଙ୍ଗ ହେଲେ। ଏହା ଦେଖି ପୋଲିସ୍‌କୁ ଫୋନ୍ କରିଥିବା ବ୍ୟକ୍ତି ବି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଗାଡ଼ିରେ ରକ୍ତ ଲାଗିଯିବ ଓ ଅପରିଷ୍କାର ହୋଇଯିବ ବୋଲି ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ଆହତ ବାଳକ ଦ୍ୱୟଙ୍କୁ ଡାକ୍ତରଖାନାର ନେଲେ ନାହିଁ। ଆଉ […]

blood

blood

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 02:31 PM IST

Sports

Latest News

ଲକ୍ଷ୍ନୌ: ରାସ୍ତାରେ ଦୁର୍ଘଟଣାଟିଏ ଘଟିଲା। ଦୁଇ ଜଣ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଜଣେ ବ୍ୟକ୍ତି ଫୋନ୍ କରି ପୋଲିସ୍‌କୁ ଜଣାଇଲେ। ପୋଲିସ୍ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଲା। କିନ୍ତୁ ଆହତ ଦ୍ୱୟଙ୍କୁ ଡାକ୍ତରଖାନା ନେବାକୁ ଅମଙ୍ଗ ହେଲେ। ଏହା ଦେଖି ପୋଲିସ୍‌କୁ ଫୋନ୍ କରିଥିବା ବ୍ୟକ୍ତି ବି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଗାଡ଼ିରେ ରକ୍ତ ଲାଗିଯିବ ଓ ଅପରିଷ୍କାର ହୋଇଯିବ ବୋଲି ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ଆହତ ବାଳକ ଦ୍ୱୟଙ୍କୁ ଡାକ୍ତରଖାନାର ନେଲେ ନାହିଁ। ଆଉ ଦୁଇ ଜଣଙ୍କ ଜୀବନ ଚାଲିଗଲା। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରଟ ସହରରେ।

ଗୁରୁବାର ବିଳମ୍ବିତ ରାତିରେ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ଛାତ୍ର ଅର୍ପିତ ଖୁରାନା ଓ ସନି ଗୁପ୍ତା ବାଇକ୍ ଯୋଗେ ଘରକୁ ଫେରୁଥିଲେ। ବାଟରେ ସେମାନେ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଯାଇଥିଲେ। ଦୁହେଁ ଗୁରୁତର ଆହତ ହୋଇଥିଲେ। ସେତିକି ବେଳେ ଅର୍ପିତଙ୍କ ଜଣେ ପରିଚିତ ସେହି ବାଟ ଦେଇ ଯାଉଥିଲେ। ସେ ପୋଲିସ୍‌ର ସହାୟତା ନେବାକୁ ୧୦୦ ନମ୍ବରରେ ଡାଏଲ୍ କରିଥିଲେ। କିଛି ସମୟ ମଧ୍ୟରେ ସେଠାରେ ପୋଲିସ୍ ପହଞ୍ଚିଥିଲେ। ବ୍ୟକ୍ତି ଜଣକ ଆହତଙ୍କୁ ମେଡିକାଲ ନେବାକୁ ପୋଲିସଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଆସିଥିବା ପୋଲିସ୍ କର୍ମଚାରୀମାନେ ରୋକଠୋକ ମନା କରି ଦେଇଥିଲେ। ସେମାନେ କହିଥିଲେ ଯେ ରକ୍ତ ଲାଗିଲେ ଗାଡ଼ି ଅପରିଷ୍କାର ହୋଇଯିବ। ସେମାନେ ରାତି ସାରା କେଉଁଠି ବସିବେ। ତେଣୁ ଏକ ଅଟୋରେ ଆହତ ଦ୍ୱୟଙ୍କୁ ଡାକ୍ତରଖାନା ନେଇଯିବାକୁ କହିଥିଲେ। କିନ୍ତୁ ସେ ସମୟରେ କୌଣସି ଅଟୋ ମିଳି ନଥିଲା। ଡାକ୍ତରଖାନା ନେବା ପୂର୍ବରୁ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଏହି ମାମଲାରେ ଗତକାଲି ପୋଲିସ୍ ବିଭାଗ ପକ୍ଷରୁ କନେଷ୍ଟବଳ ଇନ୍ଦରପାଲ ସିଂହ, ପଙ୍କଜ କୁମାର ଓ ମନୋଜ କୁମାରଙ୍କୁ ନିଲମ୍ବିତ କରାଯାଇଛି। ଏ ସମ୍ପର୍କରେ ଡିଆଇଜି ସୁନୀଲ୍ ଇମାନୱେଲ୍ କହିଛନ୍ତି “ସୁରକ୍ଷା କର୍ମୀଙ୍କର ଏଭଳି ଅମାନବିକତା କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ତେଣୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି। ଦରକାର ପଡ଼ିଲେ ସେମାନଙ୍କ ବିରୁଦ୍ଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story