ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଚାଲିନି ଗୁଳି: ପୁଲିସ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଏଯାଏ କୌଣସି ବଡ଼ଧରଣ ବିକ୍ଷୋଭ କିମ୍ବା ଗୁଳିମାଡ଼ ଘଟଣା ଘଟିନାହିଁ। କିଛି ଗଣମାଧ୍ୟମ ଜାଣିଶୁଣି ଲୋକଙ୍କ ମନରେ ଭୟ ଓ କ୍ରୋଧ ସୃଷ୍ଟି କରିବାକୁ ଏଭଳି ମିଥ୍ୟା ଖବର ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ବିଶ୍ୱାସ ନ କରିବାକୁ ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି। ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ଏକ ଭିଡିଓ ଜାରି କରି କହିଛନ୍ତି, […]

ve

ve

Hemant Lenka
  • Published: Sunday, 11 August 2019
  • Updated: 11 August 2019, 09:34 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଏଯାଏ କୌଣସି ବଡ଼ଧରଣ ବିକ୍ଷୋଭ କିମ୍ବା ଗୁଳିମାଡ଼ ଘଟଣା ଘଟିନାହିଁ। କିଛି ଗଣମାଧ୍ୟମ ଜାଣିଶୁଣି ଲୋକଙ୍କ ମନରେ ଭୟ ଓ କ୍ରୋଧ ସୃଷ୍ଟି କରିବାକୁ ଏଭଳି ମିଥ୍ୟା ଖବର ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ବିଶ୍ୱାସ ନ କରିବାକୁ ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି।

ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ଏକ ଭିଡିଓ ଜାରି କରି କହିଛନ୍ତି, “ଗତ ୬ ଦିନ ହେଲାଣି ପୁଲିସ୍‌ କେଉଁଠି ବି ଗୋଟିଏ ଗୁଳି ଚଳାଇନାହିଁ। ତେଣୁ ଲୋକମାନେ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବରକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଜମ୍ମୁର ୧୦ଟି ଜିଲ୍ଲାରୁ କଟକଣା ପ୍ରତ୍ୟାହାର କରି ଦିଆଯାଇଛି। କେବଳ ୫ଟି ସହରରେ କିଛି କଟକଣା ଲାଗୁ ହୋଇଛି। ଏଗୁଡ଼ିକୁ ନିୟମିତ ବ୍ୟବଧାନରେ ପ୍ରତ୍ୟାହାର କରାଯିବ।”

କଶ୍ମୀର ଆଇଜି ଏସ୍‌ପି ପାଣି ମଧ୍ୟ ଆଉ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, “କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଜମ୍ମୁ-କଶ୍ମୀରରେ ଗୁଳି ମାଡ଼ ହୋଇଥିବା ଖବର ପ୍ରକାଶ କରିଛନ୍ତି। ହେଲେ ଏଠାରେ ମୁଁ କହିବାକୁ ଚାହେଁ, ଜମ୍ମୁ-କଶ୍ମୀରରେ ଗୋଟିଏ ସପ୍ତାହ ହେଲା ଶାନ୍ତି ସ୍ଥାପନ ହୋଇଛି। ଏଠାରେ କୌଣସି ଗୁଳିମାଡ଼ ହୋଇନାହିଁ। ଗଣମାଧ୍ୟମଗୁଡ଼ିକ ଖବର ପ୍ରକାଶ ସମୟରେ ନିଜର ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିବେ ବୋଲି ଆଶା କରୁଛି।”

ଅନ୍ୟପକ୍ଷରେ ଆସନ୍ତାକାଲି ବକ୍ରୀ ଇଦ୍‌ ପାଇଁ ଆଜିଠାରୁ ଜମ୍ମୁର ବିଭିନ୍ନ ମାର୍କେଟ ଚଳଚଞ୍ଚଳ ହୋଇ ଉଠିଛି। ଲୋକେ କେମିତି ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପାଇବେ ସେଥିପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଛି।

୧୪୪ ଧାରା ଜମ୍ମୁରୁ ହଟିଥିବାରୁ ଏଠାରେ ଲୋକଙ୍କ ଗହଳୀ ବଢ଼ିବା ଆରମ୍ଭ ହୋଇଛି। ଆଜି ସକାଳୁ ଲୋକମାନେ ମାର୍କେଟ ବୁଲିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story