ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦେଶର ରଜନୀତିରେ ବହୁତ ଦବଦବା ରହିଛି। ହେଲେ ନିଜ ରାଜ୍ୟରେ ତାଙ୍କ କଥାକୁ ପୋଲିସ୍ ଅଧିକାରୀମାନେ ଶୁଣୁ ନାହାନ୍ତି। ଅଭିଯୋଗ ଅନୁସାରେ ନୀତିଶ ଏବଂ ଡିଜିପି ଏକ ସେମିନାରରେ ପୋଲିସ ଅଧିକାରୀମାନଙ୍କ ମଦ ବନ୍ଦ ଉପରେ କିଛି କହୁଥିଲେ। ଏହି ସମୟରେ କିଛି ଅଫିସର କ୍ୟାଣ୍ଡି କ୍ରସ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଉ କିଛି ଅଫିସର ଫୋନ୍ ବ୍ରାଉଜିଂରେ ବ୍ୟସ୍ତ ଥିଲେ।
ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ପକ୍ଷରୁ ଆସିଥିବା ଏହି ଖବରରେ କୁହାଯାଇଛି, ଏହି ଅଫିସରମାନେ ଏପରି କାମରେ ବହୁତ ସମୟ ପର୍ଯ୍ୟନ୍ତ ଲିପ୍ତ ଥିଲେ।
ଏଡିଜି ଏସ୍କେ ସିଂଘଲ କହିଛନ୍ତି,“ବରିଷ୍ଠ ଅଧିକାରୀଙ୍କ ପାଖରୁ ଏପରି ବ୍ୟବହାର ଆଶା କରାଯାଇ ନ ପାରେ। ଏନେଇ ସେମାନଙ୍କ ସହ ଆଲୋଚନା କରାଯାଉଛି।”
ସେମିନାରକୁ ବିହାରର ପ୍ରାୟ ସବୁ ଜିଲ୍ଲାର ଅଧିକାରୀଙ୍କୁ ଡକାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ ଏସ୍ପିଙ୍କଠାରୁ ଆରମ୍ଭ କରି ଡିଏସ୍ପି ପର୍ଯ୍ୟନ୍ତ ସାମିଲ ଥିଲେ। ହେଲେ ଅଧିକାଂଶ ଅଧିକାରୀ ସେମିନାରରେ ଗେମ୍ ଖେଳିବାରେ କିମ୍ବା ମୋବାଇଲ ବ୍ରାଉଜିଂରେ ବ୍ୟସ୍ତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।