ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିଲେନି ପୋଲିସ୍‌ ଅଫିସର: ଗେମ୍‌ ଖେଳିଲେ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦେଶର ରଜନୀତିରେ ବହୁତ ଦବଦବା ରହିଛି। ହେଲେ ନିଜ ରାଜ୍ୟରେ ତାଙ୍କ କଥାକୁ ପୋଲିସ୍‌ ଅଧିକାରୀମାନେ ଶୁଣୁ ନାହାନ୍ତି। ଅଭିଯୋଗ ଅନୁସାରେ ନୀତିଶ ଏବଂ ଡିଜିପି ଏକ ସେମିନାରରେ ପୋଲିସ ଅଧିକାରୀମାନଙ୍କ ମଦ ବନ୍ଦ ଉପରେ କିଛି କହୁଥିଲେ। ଏହି ସମୟରେ କିଛି ଅଫିସର କ୍ୟାଣ୍ଡି କ୍ରସ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଉ କିଛି ଅଫିସର ଫୋନ୍‌ ବ୍ରାଉଜିଂରେ ବ୍ୟସ୍ତ ଥିଲେ। ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଆସିଥିବା ଏହି […]

patna

patna

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 01:43 PM IST

Sports

Latest News

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦେଶର ରଜନୀତିରେ ବହୁତ ଦବଦବା ରହିଛି। ହେଲେ ନିଜ ରାଜ୍ୟରେ ତାଙ୍କ କଥାକୁ ପୋଲିସ୍‌ ଅଧିକାରୀମାନେ ଶୁଣୁ ନାହାନ୍ତି। ଅଭିଯୋଗ ଅନୁସାରେ ନୀତିଶ ଏବଂ ଡିଜିପି ଏକ ସେମିନାରରେ ପୋଲିସ ଅଧିକାରୀମାନଙ୍କ ମଦ ବନ୍ଦ ଉପରେ କିଛି କହୁଥିଲେ। ଏହି ସମୟରେ କିଛି ଅଫିସର କ୍ୟାଣ୍ଡି କ୍ରସ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଉ କିଛି ଅଫିସର ଫୋନ୍‌ ବ୍ରାଉଜିଂରେ ବ୍ୟସ୍ତ ଥିଲେ।

ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଆସିଥିବା ଏହି ଖବରରେ କୁହାଯାଇଛି, ଏହି ଅଫିସରମାନେ ଏପରି କାମରେ ବହୁତ ସମୟ ପର୍ଯ୍ୟନ୍ତ ଲିପ୍ତ ଥିଲେ।

ଏଡିଜି ଏସ୍‌କେ ସିଂଘଲ କହିଛନ୍ତି,“ବରିଷ୍ଠ ଅଧିକାରୀଙ୍କ ପାଖରୁ ଏପରି ବ୍ୟବହାର ଆଶା କରାଯାଇ ନ ପାରେ। ଏନେଇ ସେମାନଙ୍କ ସହ ଆଲୋଚନା କରାଯାଉଛି।”

ସେମିନାରକୁ ବିହାରର ପ୍ରାୟ ସବୁ ଜିଲ୍ଲାର ଅଧିକାରୀଙ୍କୁ ଡକାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଏସ୍‌ପି ପର୍ଯ୍ୟନ୍ତ ସାମିଲ ଥିଲେ। ହେଲେ ଅଧିକାଂଶ ଅଧିକାରୀ ସେମିନାରରେ ଗେମ୍‌ ଖେଳିବାରେ କିମ୍ବା ମୋବାଇଲ ବ୍ରାଉଜିଂରେ ବ୍ୟସ୍ତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story