୧୮ ବର୍ଷ ପରେ ହତ୍ୟାର ରହସ୍ୟ ଖୋଲିଲା ପୁଲିସ, ପୁଅକୁ ମାରିଥିଲା ମା’

ହାଇଦ୍ରାବାଦ: ଦୀର୍ଘ ୧୮ ବର୍ଷର କସରତ ପରେ ଏକ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାରେ ପୁଲିସ୍‌ ସକ୍ଷମ ହୋଇଛି। ଏଥିସହ ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ଭାଇମାନେ ରହିଛନ୍ତି। ସେହିପରି ହତ୍ୟାକାଣ୍ଡର ବ୍ଲ୍ୟୁ ପ୍ରିଣ୍ଟ ନିଜ ମା’ ହିଁ ପ୍ରସ୍ତୁତ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ୨୦୦୧ରେ ଜଣେ ମା’ ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଅ ଜଣଙ୍କ ନିଶା […]

ww

ww

Hemant Lenka
  • Published: Monday, 08 April 2019
  • Updated: 08 April 2019, 09:57 PM IST

Sports

Latest News

ହାଇଦ୍ରାବାଦ: ଦୀର୍ଘ ୧୮ ବର୍ଷର କସରତ ପରେ ଏକ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାରେ ପୁଲିସ୍‌ ସକ୍ଷମ ହୋଇଛି। ଏଥିସହ ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ଭାଇମାନେ ରହିଛନ୍ତି। ସେହିପରି ହତ୍ୟାକାଣ୍ଡର ବ୍ଲ୍ୟୁ ପ୍ରିଣ୍ଟ ନିଜ ମା’ ହିଁ ପ୍ରସ୍ତୁତ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

୨୦୦୧ରେ ଜଣେ ମା’ ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଅ ଜଣଙ୍କ ନିଶା ଓ ଜୁଆରେ ମାତି ଥିବାରୁ ମା’ ଜଣଙ୍କ ଲୋକ ଲଗାଇ ଏଭଳି ହତ୍ୟାକାଣ୍ଡ ଭିଆଇ ଥିବା ଏକ ମାମଲାର ସମାଧାନ କରିବାକୁ ପୁଲିସ୍‌କୁ ୧୮ ବର୍ଷ ସମୟ ଲାଗିଛି।

ହାଇଦ୍ରାବାଦ ପୁଲିସ୍‌ କମିଶନର ଅଞ୍ଜନି କୁମାର କହିଛନ୍ତି, “ପୁଲିସ୍‌ର ବିଭିନ୍ନ ଟିମ୍‌ ଦୀର୍ଘ ୧୮ ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟ ଖୋଲିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସୟଦ ହସମା, ମହମ୍ମଦ ରଶିଦ ଓ ବାସିର ଅହମ୍ମଦ କ୍ୟୁରେସୀ। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ମା’ଙ୍କ ନାଁ ହେଉଛି ମାସୋଦା ବି।

ତାଙ୍କର ୩ଟି ପୁଅ ଓ ୫ଟି ଝିଅ ରହିଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ସେ ସମସ୍ତ ପୁଅ ଝିଅଙ୍କ ବିବାହ କରିଥିଲେ ହେଁ ଦ୍ୱିତୀୟ ପୁଅ ମହମ୍ମଦ ଖାଜାର ବିବାହ କରିପାରି ନଥିଲେ।

ମହମ୍ମଦ ସର୍ବଦା ନିଶା ଖାଇବା ସହ ଜୁଆ ଖେଳିବାରେ ବ୍ୟସ୍ତ ରହିଥିଲେ। ଯେଉଁଥି ପାଇଁ ତାଙ୍କ ମା’ ଅତ୍ୟନ୍ତ ଚିନ୍ତାରେ ରହୁଥିଲେ। ଏହି ନିଶା ଓ ଜୁଆ ଖେଳିବା ପାଇଁ ମହମ୍ମଦ ନିଜ ମା’ଙ୍କ ଠାରୁ ସର୍ବଦା ଟଙ୍କା ନେଉଥିଲେ। ବୟସ ବଢ଼ିବା ସହ ତାଙ୍କ ନିଶାର ପରିମାଣ ମଧ୍ୟ ବୃଦ୍ଧି ପାଇଥିଲା।

ଖାଲି ସେତିକି ନୁହେଁ ମହମ୍ମଦ ଟଙ୍କା ପାଇଁ ନିଜ ମା’ ଓ ପରିବାର ଲୋକଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଦିନକୁ ଦିନ ମହମ୍ମଦ ପରିବାର ଲୋକଙ୍କ ପାଇଁ ବିପଦ ସାଜିବାରୁ ମା’ ତାଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା କରିଥିଲେ। ଏନେଇ ସେ ତାଙ୍କ ୪ର୍ଥ ଓ ୫ମ ପୁଅ ରଶିଦ ଓ ବାସିର ସହ କଥା ହୋଇଥିଲେ। ଏହାପରେ ସେମାନେ ହାସମା ଓ ଜଣେ ଅଟୋ ଡ୍ରାଇଭର ସହ ମିଶି ମହମ୍ମଦଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ। ସେମାନେ ଯୋଜନା ମୁତାବକ ମହମ୍ମଦଙ୍କୁ ଡାକି ତାଙ୍କୁ ହତ୍ୟା କରିଦେଇଥିଲେ।”

୨୦୦୧ ଜୁନ୍‌ ୪ରେ ଏହି ଘଟଣା ଘଟିଥିଲେ ହେଁ ପୁଲିସ୍‌ ଆଜି ଏହି ଘଟଣାର ରହସ୍ୟକୁ ଭେଦ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story