ବିଜେପି ବିରୋଧରେ ନାରାବାଜି କରିଥିବା ମହିଳାଙ୍କ ଗିରଫଦାରୀକୁ ନେଇ ରାଜନୈତିକ ହଟଚମଟ

ନୂଆଦିଲ୍ଲୀ: ତାମିଲନାଡୁର ଟୁଟିକୋରିନ୍ ବିମାନବନ୍ଦରରେ ବିଜେପି ବିରୋଧରେ ନାରାବାଜି କରିବା ଅଭିଯୋଗରେ ପୁଲିସ୍ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ନାଁ ଲୁଇ ସୋଫିଆ। ସୂଚନାଯୋଗ୍ୟ ଯେ ଲୁଇ ତାମିଲନାଡୁର ବିଜେପି ଅଧ୍ୟକ୍ଷ ତମିଲସାଇ ସୁନ୍ଦରରାଜନ୍‌ଙ୍କ ସହିତ ବିମାନରେ ଟୁଟିକୋ ରିନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସୁନ୍ଦରରାଜନ୍‌ ନିଜ ଜିନିଷ ଆଣିବାକୁ ଲଗେଜ୍‌ ବକ୍ସକୁ ଯିବା ମାତ୍ରେ, ମହିଳା ଜଣକ ତାଙ୍କୁ ‘ଫାସୀବାଦୀ ବିଜେପି ସରକାର ହାୟ ହାୟ’ କହି ନାରାବାଜି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ […]

arrest

arrest

Jyoshna Pradhan
  • Published: Tuesday, 04 September 2018
  • Updated: 04 September 2018, 04:52 AM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁର ଟୁଟିକୋରିନ୍ ବିମାନବନ୍ଦରରେ ବିଜେପି ବିରୋଧରେ ନାରାବାଜି କରିବା ଅଭିଯୋଗରେ ପୁଲିସ୍ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ନାଁ ଲୁଇ ସୋଫିଆ।

ସୂଚନାଯୋଗ୍ୟ ଯେ ଲୁଇ ତାମିଲନାଡୁର ବିଜେପି ଅଧ୍ୟକ୍ଷ ତମିଲସାଇ ସୁନ୍ଦରରାଜନ୍‌ଙ୍କ ସହିତ ବିମାନରେ ଟୁଟିକୋ ରିନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସୁନ୍ଦରରାଜନ୍‌ ନିଜ ଜିନିଷ ଆଣିବାକୁ ଲଗେଜ୍‌ ବକ୍ସକୁ ଯିବା ମାତ୍ରେ, ମହିଳା ଜଣକ ତାଙ୍କୁ ‘ଫାସୀବାଦୀ ବିଜେପି ସରକାର ହାୟ ହାୟ’ କହି ନାରାବାଜି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁନ୍ଦରରାଜନ୍‌ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଆସି ମହିଳାଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ଲୁଇଙ୍କ ଗିରଫଦାରୀକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଡିଏମ୍‌କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍‌ ମହିଳାଙ୍କ ଗିରଫଦାରୀକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେ ଟ୍ୱିଟ୍‌ରେ କହିଛନ୍ତି,“ ଏହି ମାମଲା ଲୋକତନ୍ତ୍ର ଓ କଥା କହିବାର ସ୍ୱୀଧୀନତା ବିରୋଧୀ। ଉକ୍ତ ସେ ମହିଳାଙ୍କୁ ଶୀଘ୍ର ମୁକ୍ତ କରାଯାଉ। ଯେଉଁ ଲକ୍ଷ ଲକ୍ଷ ଲୋକ ଏଭଳି ନାରାବାଜି କରୁଛନ୍ତି ତାମିଲନାଡୁ ସରକାର ସେମାନଙ୍କୁ ଗିରଫ କରନ୍ତୁ।ମୁଁ ମଧ୍ୟ ସେହିଭଳି ନାରାବାଜି କରିବି।”

ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳାଙ୍କ ବାପା ବିଜେପି ନେତା ସୁନ୍ଦରରାଜନ୍‌ ଓ ବିଜେପି କର୍ମକର୍ତ୍ତା ତାଙ୍କ ଝିଅକୁ ଧମକ ଦେଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି।

ଏହି ଘଟଣାକୁ ନେଇ ସୁନ୍ଦରାରାଜନ୍ କହିଛନ୍ତି,‘‘ଜଣେ ମଧ୍ୟମ ବୟସର ମହିଳା ମୋତେ ଦେଖି ନାରାବାଜି କରିଥିଲେ। ଏହାସହ ମୋର ପିଛା କରିଥିଲେ। ମହିଳାଙ୍କ ହାବଭାବ ଭୟଭୀତ କରିବା ଭଳି ଥିଲା। ମୋତେ ଲାଗିଲା ମହିଳାଙ୍କ ପଛରେ କୌଣସି ସଙ୍ଗଠନ କାମ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story