ଭଲ ନାହିଁ ଦେଶରେ ମେଣ୍ଟ ସରକାରର ଇତିହାସ: କର୍ଣ୍ଣାଟକ ମେଣ୍ଟକୁ ନେଇ ଏବେଠୁ ଆଶଙ୍କା

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆସନ୍ତା ବୁଧବାର ଜେଡିଏସ୍‌ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୩୪ ଜଣ ମନ୍ତ୍ରୀ ଶପଥ ନେବେ। କଂଗ୍ରେସରୁ ୨୦ ଜଣ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଜେଡିଏସ୍‌ରୁ ୧୪ ଜଣ ଶପଥ ନେବେ।  ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୁମାରସ୍ୱାମୀ କହିଛନ୍ତି, କଂଗ୍ରେସ ଓ ଜେଡିଏସ୍‌ ମିଶି ସରକାର ଚଳାଇବାକୁ ସର୍ବନିମ୍ନ […]

Alliance

Alliance

Rakesh Mallick
  • Published: Monday, 21 May 2018
  • Updated: 21 May 2018, 06:25 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆସନ୍ତା ବୁଧବାର ଜେଡିଏସ୍‌ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୩୪ ଜଣ ମନ୍ତ୍ରୀ ଶପଥ ନେବେ। କଂଗ୍ରେସରୁ ୨୦ ଜଣ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଜେଡିଏସ୍‌ରୁ ୧୪ ଜଣ ଶପଥ ନେବେ।  ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୁମାରସ୍ୱାମୀ କହିଛନ୍ତି, କଂଗ୍ରେସ ଓ ଜେଡିଏସ୍‌ ମିଶି ସରକାର ଚଳାଇବାକୁ ସର୍ବନିମ୍ନ ବୁଝାମଣା ହେବ।

ଦେଶରେ ବିଭିନ୍ନ ସମୟରେ କ୍ଷମତାକୁ ଆସିଥିବା ମେଣ୍ଟ ସରକାରର ଇତିହାସ ଆଦୌ ଭଲ ନୁହେଁ। ସର୍ବନିମ୍ନ ବୁଝାମଣାରେ ଗଠନ ହୋଇଥିବା ସରକାର ପରେ ସୌଦାବାଜି, ନିଜ ସ୍ୱାର୍ଥ ଓ ବିଚାରରେ ମତଭେତ କାରଣରୁ ଭାଙ୍ଗି ଯାଇଛି। ଏପରି ସ୍ଥିତିରେ କର୍ଣ୍ଣାଟକରେ ସରକାର ଭବିଷ୍ୟତ କ’ଣ ହେବ ତାକୁ ନେଇ ଏବେଠାରୁ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଆସନ୍ତୁ ଜାଣିବା ଦେଶରେ ବିଫଳ ହୋଇଥିବା ଓ ଅଧାରୁ ଭାଙ୍ଗି ଯାଇଥିବା କିଛି ମେଣ୍ଟ ସରକାର ବିଷୟରେ।

lalu-nitish

ବିହାରରେ ଚାଲିଲା ନାହିଁ ମହାମେଣ୍ଟ: ୨୦୧୫ରେ ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ଗଠନ ହୋଇଥିଲା ମହାମେଣ୍ଟ। ନିର୍ବାଚନରେ ଏହି ମେଣ୍ଟ ଦମଦାର ବିଜୟ ହାସଲ କରି ସରକାର ଗଠନ କଲା। ହେଲେ ବହୁ କଷ୍ଟରେ ଏହି ସରକାର ମାତ୍ର ଦେଢ଼ବର୍ଷ ଚାଲି ପାରିଥିଲା। ଜେଡିୟୁ ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ଇସ୍ତଫା ଦେଇଦେଲେ। ଏହାପରେ ସେ ବିଜେପି ସହ ମିଶି ସରକାର ଗଠନ କଲେ।  ମହାମେଣ୍ଟ ଗଠନ ପୂର୍ବରୁ ନୀତିଶ କୁମାର ୧୫ ବର୍ଷ ବିଜେପି ସହ ରହିଥିଲେ। ଏହି ସମୟ ମଧ୍ୟରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ନିଷ୍ପତ୍ତି ପରେ ଏନ୍‌ଡିଏରୁ ସେ ଅଲଗା ହୋଇଯାଇ କଂଗ୍ରେସ ଓ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ।

mulayam-singh-kanshiram_650x400_71489116543

ଏକାଠି ହେଲେ ମୁଲାୟମ-କାଂଶିରାମ ଓ ଗେଷ୍ଟ ହାଉସ୍‌ କାଣ୍ଡ: ୧୯୯୨ରେ ମୁଲାୟମ ସିଂହ ଯାଦବ ସମାଜବାଦୀ ପାର୍ଟି ଗଠନ କରିଥିଲେ। ଏକବର୍ଷ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ୪୨୫ ସିଟ୍‌ରୁ ତାଙ୍କ ଦଳ ୧୦୯ଟି ଆସନରେ ବିଜୟୀ ହୋଇଥିଲା। ବହୁଜନ ସମାଜ ପାର୍ଟିକୁ ୬୭ ଆସନ ଓ ବିଜେପିକୁ ୧୭୭ ଆସନରେ ବିଜୟ ମିଳିଥିଲା। ସେତେବେଳେ ଏକ ସ୍ଲୋଗାନ ବହୁତ ଚାଲିଥିଲା। ଏହା ହେଲା ‘ମୁଲାୟମ ଓ କାଂଶିରାମ ମିଶିଗଲେ, ପବନରେ ଉଡିଗଲା ଜୟ ଶ୍ରୀରାମ’। ହେଲେ ବହୁତ ଶୀଘ୍ର ବହୁଜନ ସମାଜ ପାର୍ଟିର ମୋହଭଙ୍ଗ ହୋଇଥିଲା ଓ ଦଳ ସମାଜବାଦୀ ପାର୍ଟିଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ଏହାପରେ ବିଜେପି ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଥିଲା କି ଯଦି ମାୟାବତୀ ସରକାର ଗଠନ କରିବେ ତେବେ ଦଳ ତାଙ୍କୁ ସମର୍ଥନ ଦେବ। ଏହି ସମୟରେ ମାୟାବତୀ ନିଜ ବିଧାୟକମାନଙ୍କ ସହ ଗେଷ୍ଟ ହାଉସ୍‌ରେ ବୈଠକ କରୁଥିଲେ। ସମାଜବାଦୀ ପାର୍ଟିର କିଛି କର୍ମକର୍ତ୍ତା ତାଙ୍କ ଉପରେ ଆକ୍ରମଣ କରିଦେଲେ। ଯାହାକୁ ଗେଷ୍ଟ ହାଉସ୍‌ କାଣ୍ଡ କୁହାଯାଉଛି। ଏହାପରେ ମୁଲାୟମ ସିଂହଙ୍କ ସରକାର ଭାଙ୍ଗି ଯାଇଥିଲା। ଏହି ସମୟରେ ବିଜେପି ସ୍ଲୋଗାନ ଦେଇଥିଲା ‘ମୁଲାୟମ–କାଂଶିରାମ ଲଢ଼େଇ, ଜୋରରେ କୁହ ଜୟ ଶ୍ରୀରାମ’।

bsp-chief-mayawati_650x400_51467115936

ବହୁଜନ ସମାଜ ପାର୍ଟି ଓ ବିଜେପି ମେଣ୍ଟ: ୧୯୯୫ ଜୁନ୍‌ରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ମାୟାବତୀ ବିଜେପି ଓ ଅନ୍ୟ କିଛି ଦଳଙ୍କ ବାହାର ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ସମୟରେ ତାଙ୍କ କାର୍ଯ୍ୟକାଳ ମାତ୍ର ୪ ମାସର ଥିଲା। ୧୯୯୭ରେ ସେ ଦ୍ୱିତୀୟ ଥର ଓ ୨୦୦୨ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ବିଜେପି ସହ ମେଣ୍ଟ କରିଥିଲେ। ହେଲେ କୌଣସି ଥର ମାୟାବତୀ କାର୍ଯ୍ୟକାଳ ପୂରଣ କରିପାରି ନଥିଲେ।

kumarswamy

କୁମାରସ୍ୱାମୀ-ୟେଦ୍ୟୁରପ୍ପା ମଧ୍ୟ କରିଥିଲେ ମେଣ୍ଟ: ୟେଦ୍ୟୁରପ୍ପା ପ୍ରଥମ ଥର ୨୦୦୭ ନଭେମ୍ବର ୧୨ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବାର ୮ମ ଦିନରେ ଅର୍ଥାତ ନଭେମ୍ବର ୧୯ରେ ତାଙ୍କୁ ପଦ ଛାଡିବାକୁ ପଡ଼ିଥିଲା। ମେଣ୍ଟ ସରକାରରେ ହୋଇଥିବା ବୁଝାମଣା ଅନୁସାରେ ମୁଖ୍ୟମନ୍ତ୍ରୀ ଆସନରେ ଦୁଇ ଦଳର ନେତା ସମାନ ସମୟ ମୁଖ୍ୟମନ୍ତ୍ରୀ ରହିବାର ଥିଲା। ବୁଝାମଣା ଅନୁସାରେ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ ୨୦୦୬ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଯେତେବେଳେ ୨୦୦୭ ଅକ୍ଟୋବରରେ ୟେଦ୍ୟୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ହେବାର ସମୟ ଆସିଲା କୁମାରସ୍ୱାମୀ ବୁଝାମଣାକୁ ମାନି ନଥିଲେ। ୟେଦ୍ୟୁରପ୍ପାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story