ଦିଲ୍ଲୀରେ କୁହୁଡି: ପ୍ରଦୂଷଣ ପରେ ଏବେ ଜୀବନ ନେବାକୁ ବସିଲାଣି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଜନଜୀବନକୁ ପ୍ରଭାବିତ କରିବାରେ ଲାଗିଛି । ଏହି କାରଣରୁ ପ୍ରଦୂଷଣ ମାତ୍ରା ବଢିଥିବା ବେଳେ ଏବେ ରାଜଧାନୀବାସୀ ସ୍ୱାସ୍ଥ୍ୟ ସମସ୍ୟାରେ ସନ୍ତୁଳୀ ହେଉଛନ୍ତି। ବହୁ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା ବେଳେ ଡାକ୍ତରମାନଙ୍କ ଚିନ୍ତା ବଢିଯାଇଛି।  ଆବଶ୍ୟକତାଠାରୁ ଅଧିକ ରୋଗୀ ଆସୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଅଡୁଆରେ ପଡିଲାଣି । ବଲଭ ଭାଇ ପଟେଲ ଚେଷ୍ଟ ଈନ୍‌ଷ୍ଟିଚ୍ୟୁଟ୍‌ର ଜଣେ ଡାକ୍ତର କହିଛନ୍ତି ଯେ, କୁହୁଡ ଯୋଗୁ ଫସଲ […]

delhi-smog

delhi-smog

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 05:50 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଜନଜୀବନକୁ ପ୍ରଭାବିତ କରିବାରେ ଲାଗିଛି । ଏହି କାରଣରୁ ପ୍ରଦୂଷଣ ମାତ୍ରା ବଢିଥିବା ବେଳେ ଏବେ ରାଜଧାନୀବାସୀ ସ୍ୱାସ୍ଥ୍ୟ ସମସ୍ୟାରେ ସନ୍ତୁଳୀ ହେଉଛନ୍ତି। ବହୁ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା ବେଳେ ଡାକ୍ତରମାନଙ୍କ ଚିନ୍ତା ବଢିଯାଇଛି।  ଆବଶ୍ୟକତାଠାରୁ ଅଧିକ ରୋଗୀ ଆସୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଅଡୁଆରେ ପଡିଲାଣି ।

ବଲଭ ଭାଇ ପଟେଲ ଚେଷ୍ଟ ଈନ୍‌ଷ୍ଟିଚ୍ୟୁଟ୍‌ର ଜଣେ ଡାକ୍ତର କହିଛନ୍ତି ଯେ, କୁହୁଡ ଯୋଗୁ ଫସଲ ହାନୀ ସହ ପ୍ରଦୂଷଣ ମାତ୍ରା ବଢିଛି । ଏହି କ୍ରମରେ ରୋଗୀଙ୍କ ସଂଖ୍ୟା ବିଭିନ୍ନ ଡାକ୍ତରଖାନାରେ ୩ ଗୁଣ ବୃଦ୍ଧି ପାଇଛି । ଚିକିତ୍ସିତ ହେଉଥିବା ମନୋଜ ଖାତି ନାମକ ଜଣେ ରୋଗୀ କହିଛନ୍ତି ଯେ, ପୂର୍ବରୁ ତାଙ୍କର ଲଗାତାର ଖାସ ହେଉଥିଲା। ହେଲେ ସେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ। ପରବର୍ତ୍ତି ସମୟରେ ପ୍ରଦୂଷଣ ଓ କୁହୁଡି ପାଇଁ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗିଲା ଓ ଏବେ ସେ କ୍ରୋନିକ୍‌ ବ୍ରୋଙ୍କାଇଟିସ୍‌ ରୋଗରେ ପଡି ଚିକିତ୍ସିତ ହେଉଛନ୍ତି।

କୁହୁଡି କାରଣରୁ ପୁରାତନ ବ୍ରୋକାଇଟିସ୍‌, ଲଙ୍ଗ୍‌ କ୍ୟାନ୍‌ସର, ହୃଦ୍‌ରୋଗ ହୋଇଥାଏ। ଏବେ ଏହି ରୋଗରେ ପିଡିତ ପ୍ରାୟ ୫୦୦ ରୋଗୀ  ଉପର ଲିଖିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ସଂଖ୍ୟା ୧୦୦୦ ଛୁଇଁପାରେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story