ନୀତୀଶ କୁମାର ମହାଗଠବନ୍ଧନକୁ ଫେରିବାକୁ ଚାହୁଁଥିଲେ: ଲାଲୁ

ପାଟଣା: ସାଧାରଣ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବା ବେଳେ ଏନଡିଏ ମେଣ୍ଟରେ ଜେଡିୟୁ ଖୁସି ନଥିବା କଥା ପରୋକ୍ଷରେ କହିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ। ସେ କହିଛନ୍ତି ନୀତୀଶ କୁମାର କୁଆଡ଼େ ଏନଡିଏ ସହ ମେଣ୍ଟ କରିବାର ୬ ମାସ ଭିତରେ ମହାଗଠବନ୍ଧନକୁ ଫେରିବା ପାଇଁ ଚାହୁଁଥିଲେ। ଏହି ଖବର ତାଙ୍କ ପାଖରେ ପହଞ୍ଚାଇବା ପାଇଁ ବର୍ତ୍ତମାନର ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋରଙ୍କୁ ନୀତୀଶ କୁମାର ବାରମ୍ବାର ମୋ ସହ ଦେଖା କରିବାକୁ ପଠାଇଥିଲେ […]

lalu nitish

lalu nitish

Subhransu Sekhar
  • Published: Friday, 05 April 2019
  • Updated: 05 April 2019, 02:54 PM IST

Sports

Latest News

ପାଟଣା: ସାଧାରଣ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବା ବେଳେ ଏନଡିଏ ମେଣ୍ଟରେ ଜେଡିୟୁ ଖୁସି ନଥିବା କଥା ପରୋକ୍ଷରେ କହିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ। ସେ କହିଛନ୍ତି ନୀତୀଶ କୁମାର କୁଆଡ଼େ ଏନଡିଏ ସହ ମେଣ୍ଟ କରିବାର ୬ ମାସ ଭିତରେ ମହାଗଠବନ୍ଧନକୁ ଫେରିବା ପାଇଁ ଚାହୁଁଥିଲେ। ଏହି ଖବର ତାଙ୍କ ପାଖରେ ପହଞ୍ଚାଇବା ପାଇଁ ବର୍ତ୍ତମାନର ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋରଙ୍କୁ ନୀତୀଶ କୁମାର ବାରମ୍ବାର ମୋ ସହ ଦେଖା କରିବାକୁ ପଠାଇଥିଲେ ବୋଲି କହିଛନ୍ତି ଲାଲୁ।
 
ସୂଚନାଯୋଗ୍ୟ, ନଳିନୀ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଲାଲୁ ଏବେ ନିଜର ଆତ୍ମଜୀବନୀ ଲେଖୁଛନ୍ତି। ଏହି ବହିର ପ୍ରକାଶନ ଦାୟିତ୍ବ ନେଇଛି ରୁପା ପବ୍ଲିକେଶନ୍ସ। ବହିଟିର ନାମ ‘ଗୋପାଳଗଞ୍ଜ ଟୁ ରାଇସିନା’ ରହିଛି। ଏଥିରେ ଲାଲୁ ତାଙ୍କ ରାଜନୀତିକ ଯାତ୍ରା ବାବଦରେ ଅନେକ କଥା ଲେଖିଛନ୍ତି। ଏଥିରେ ନୀତୀଶ କୁମାର ମହାମେଣ୍ଟକୁ ଫେରିବାକୁ ଚାହୁଁଥିବା କଥାର ଉଲ୍ଲେଖ ମଧ୍ୟ ରହିଛି ବୋଲି ଜଣାପଡ଼ିଛି।
 
 ଲାଲୁ ଯାଦବ ତାଙ୍କ ବହିରେ କୁଆଡ଼େ ଲେଖିଛନ୍ତି ଯେ ନୀତୀଶ କୁମାରଙ୍କ ଉପରେ ତାଙ୍କର କୌଣସି ରାଗ ବା ଅଭିମାନ ନାହିଁ, କିନ୍ତୁ ତାଙ୍କ ଉପରେ ବିଶ୍ୱାସ ନଥିବାରୁ ନୀତୀଶ ମହାଗଠବନ୍ଧନକୁ ଫେରିବା ବାଟରେ ସେ ରୋକ ଲଗାଇଛନ୍ତି।

ତେବେ ଲାଲୁଙ୍କ ଏହି ଅଭିଯୋଗର ଜବାବ ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର ଟ୍ୱିଟ କରି ଦେଇଛନ୍ତି। ଲାଲୁଙ୍କ ବକ୍ତବ୍ୟକୁ ଭିତ୍ତିହୀନ ଓ ମିଛ ବୋଲି କହିବା ସହ ପ୍ରଶାନ୍ତ କିଶୋର କହିଛନ୍ତି, ତାଙ୍କର ଲାଲୁଙ୍କ ସହ ସାକ୍ଷାତ ସେ ଜେଡିୟୁରେ ମିଶିବା ପୂର୍ବରୁ ହୋଇଥିଲା।
 
ଜେଡିୟୁର ମୁଖପାତ୍ର ଓ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଲାଲୁଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story