ପୋଷାକ ପାଇଁ ସରକାରୀ ଚେତାବନୀ ମାମଲା: ପ୍ରତିକିୟା ରଖିଲେ ଅମିତ କାଟାରିୟା

ବସ୍ତର:କାଜୁଆଲ୍ ପୋଷାକ ପାଇଁ ସରକାରୀ ଚେତାବନୀ ମିଳିଥିବା ଛତିଶଗଡ଼ ବସ୍ତର ଜିଲ୍ଲାପାଳ ଅମିତ କାଟାରିୟା ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି ୪୦ ଡିଗ୍ରୀ ତାପମାତ୍ରାରେ ବନ୍ଦଗଳା ଭଳି ସୁଟ ପିନ୍ଧିବା ସମ୍ଭବପର ନୁହେଁ।  ସରକାରୀ ଚେତବନୀ ମିଳିବାପରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି। କିଛି ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ହ୍ୱାଟ୍ସ ଆପ୍ ମାଧ୍ୟମରେ ସେ ଏହି ସ୍ପଷ୍ଟିକରଣ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ “ମେ ମାସରେ ବସ୍ତର ଭଳି ସହରରେ […]

amit kataria

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 08:23 AM IST

ବସ୍ତର:କାଜୁଆଲ୍ ପୋଷାକ ପାଇଁ ସରକାରୀ ଚେତାବନୀ ମିଳିଥିବା ଛତିଶଗଡ଼ ବସ୍ତର ଜିଲ୍ଲାପାଳ ଅମିତ କାଟାରିୟା ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି ୪୦ ଡିଗ୍ରୀ ତାପମାତ୍ରାରେ ବନ୍ଦଗଳା ଭଳି ସୁଟ ପିନ୍ଧିବା ସମ୍ଭବପର ନୁହେଁ।  ସରକାରୀ ଚେତବନୀ ମିଳିବାପରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି। କିଛି ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ହ୍ୱାଟ୍ସ ଆପ୍ ମାଧ୍ୟମରେ ସେ ଏହି ସ୍ପଷ୍ଟିକରଣ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ "ମେ ମାସରେ ବସ୍ତର ଭଳି ସହରରେ ଅତ୍ୟଧିକ ଗରମ ହୋଇଥାଏ ଏବଂ ତାପମାତ୍ରା ସାଧାରଣତ ୪୦ ଡିଗ୍ରୀ ଉପରେ ରହିଥାଏ।  ଏଭଳି ପରିସ୍ଥିତିରେ ବନ୍ଦଗଳା ପୋଷାକ ପିନ୍ଧି ସରକାରୀ ବନ୍ଦୋବସ୍ତର ତଦାରଖ କରିବା ସମ୍ଭବ ନୁହେଁ। ମୁଁ ଫର୍ମାଲ ଶାର୍ଟ, ପ୍ୟାଣ୍ଟ ଏବଂ ଜୋତା ପିନ୍ଧିଥିଲି, କୌଣସି ଟି-ଶର୍ଟ କିମ୍ୱା ଚପଲ ପିନ୍ଧିନଥିଲି ବୋଲି ପ୍ରତିକ୍ରିୟା ରଖିଛନ୍ତି।

Related story