ଲଣ୍ଡନ୍: ମଙ୍ଗଳ ଏବଂ ଚନ୍ଦ୍ରରେ ଚାଷ କରିବା ଭଳି ମଞ୍ଜି ବିକଶିତ କରିଛନ୍ତି ବୈଜ୍ଞାନିକ। ଭବିଷ୍ୟତରେ ଯଦି ଏହି ଗ୍ରହ ଓ ଉପଗ୍ରହସବୁରେ ଚାଷ କରାଯିବା ସହ ଶସ୍ୟ ଅମଳ କରାଯାଇ ପୃଥିବୀକୁ ଅଣାଯାଏ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।
ନେଦରଲ୍ୟାଣ୍ଡରେ ଗବେଷଣାରତ ୱାଗେନିଞ୍ଜେନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏଥିରୁ ଜଣାପଡ଼ିଛି ଲାଲ୍ ଗ୍ରହ ମଙ୍ଗଳ ଏବଂ ଚନ୍ଦ୍ରରେ ମଧ୍ୟ ଚାଷ କରାଯାଇପାରିବ। ସେମାନେ ମଙ୍ଗଳ ଗ୍ରହର ମାଟିରେ ଟମାଟୋ, ମୂଳା ଏବଂ ମଟର ଆଦି ୧୦ ପ୍ରକାର ମଞ୍ଜି ଚାଷ କରିଥିଲେ।
ୱିଗର ୱାମେଲିଙ୍କ ନାମକ ଜଣେ ଗବେଷକ କହିଛନ୍ତି, “ଆମେ ମଙ୍ଗଳ ମାଟିରେ ଟମାଟୋ ଫଳିବା ଦେଖି ଅଭିଭୂତ ହୋଇଥିଲୁ। ଏହାର ଅର୍ଥ ପୋଷଣୀୟ କୃଷି ଆଡ଼କୁ ଆମେ ଆଉ ପାଦେ ଆଗେଇଛେ।” ସୂଚନାଯୋଗ୍ୟ ଯେ, ୧୦ ପ୍ରକାର ମଞ୍ଜିରୁ ୯ ପ୍ରକାର ମଞ୍ଜି ସଫଳତାର ସହ ଗଛର ରୂପ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।