ମଙ୍ଗଳ ଓ ଚନ୍ଦ୍ରରେ ହେବ ଚାଷ, ଗବେଷଣା ସଫଳ

ଲଣ୍ଡନ୍‌: ମଙ୍ଗଳ ଏବଂ ଚନ୍ଦ୍ରରେ ଚାଷ କରିବା ଭଳି ମଞ୍ଜି ବିକଶିତ କରିଛନ୍ତି ବୈଜ୍ଞାନିକ। ଭବିଷ୍ୟତରେ ଯଦି ଏହି ଗ୍ରହ ଓ ଉପଗ୍ରହସବୁରେ ଚାଷ କରାଯିବା ସହ ଶସ୍ୟ ଅମଳ କରାଯାଇ ପୃଥିବୀକୁ ଅଣାଯାଏ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ନେଦରଲ୍ୟାଣ୍ଡରେ ଗବେଷଣାରତ ୱାଗେନିଞ୍ଜେନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏଥିରୁ ଜଣାପଡ଼ିଛି ଲାଲ୍‌ ଗ୍ରହ ମଙ୍ଗଳ ଏବଂ ଚନ୍ଦ୍ରରେ ମଧ୍ୟ ଚାଷ କରାଯାଇପାରିବ। ସେମାନେ ମଙ୍ଗଳ ଗ୍ରହର ମାଟିରେ ଟମାଟୋ, ମୂଳା ଏବଂ […]

mars

mars

Subrat Kumar Nayak
  • Published: Wednesday, 16 October 2019
  • Updated: 16 October 2019, 10:08 PM IST

Sports

Latest News

ଲଣ୍ଡନ୍‌: ମଙ୍ଗଳ ଏବଂ ଚନ୍ଦ୍ରରେ ଚାଷ କରିବା ଭଳି ମଞ୍ଜି ବିକଶିତ କରିଛନ୍ତି ବୈଜ୍ଞାନିକ। ଭବିଷ୍ୟତରେ ଯଦି ଏହି ଗ୍ରହ ଓ ଉପଗ୍ରହସବୁରେ ଚାଷ କରାଯିବା ସହ ଶସ୍ୟ ଅମଳ କରାଯାଇ ପୃଥିବୀକୁ ଅଣାଯାଏ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

ନେଦରଲ୍ୟାଣ୍ଡରେ ଗବେଷଣାରତ ୱାଗେନିଞ୍ଜେନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏଥିରୁ ଜଣାପଡ଼ିଛି ଲାଲ୍‌ ଗ୍ରହ ମଙ୍ଗଳ ଏବଂ ଚନ୍ଦ୍ରରେ ମଧ୍ୟ ଚାଷ କରାଯାଇପାରିବ। ସେମାନେ ମଙ୍ଗଳ ଗ୍ରହର ମାଟିରେ ଟମାଟୋ, ମୂଳା ଏବଂ ମଟର ଆଦି ୧୦ ପ୍ରକାର ମଞ୍ଜି ଚାଷ କରିଥିଲେ।

ୱିଗର ୱାମେଲିଙ୍କ ନାମକ ଜଣେ ଗବେଷକ କହିଛନ୍ତି, “ଆମେ ମଙ୍ଗଳ ମାଟିରେ ଟମାଟୋ ଫଳିବା ଦେଖି ଅଭିଭୂତ ହୋଇଥିଲୁ। ଏହାର ଅର୍ଥ ପୋଷଣୀୟ କୃଷି ଆଡ଼କୁ ଆମେ ଆଉ ପାଦେ ଆଗେଇଛେ।” ସୂଚନାଯୋଗ୍ୟ ଯେ, ୧୦ ପ୍ରକାର ମଞ୍ଜିରୁ ୯ ପ୍ରକାର ମଞ୍ଜି ସଫଳତାର ସହ ଗଛର ରୂପ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story