ମୋଦି-ମମତା ବିବାଦ ଭିତରେ ପେଶି ହୋଇଗଲାଣି ଡାକ ବିଭାଗ

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ଫସିଯାଇଛି ଡାକ ବିଭାଗ। ବିଜେପି ତରଫରୁ ପ୍ରତିଦିନ ହଜାର ହଜାର ସମର୍ଥକ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ପଠାଉଥିବାରୁ ଦକ୍ଷିଣ କୋଲକାତା ସ୍ଥିତି କାଲିଘାଟ ଡାକ ଅଫିସ ଅଡ଼ୁଆରେ ପଡ଼ିଯାଇଛି। କାରଣ ଏହି ପୋଷ୍ଟ ଅଫିସ ଅଧୀନରେ ରହିଛି ମମତା ବାନାର୍ଜୀଙ୍କ ଘର। ମମତାଙ୍କ ପାଇଁ ଆସୁଥିବା ଚିଠିରେ ‘ଜୟଶ୍ରୀ ରାମ’ ଲେଖାହୋଇଛି। ଏତେ […]

mamata vs modi

mamata vs modi

Subhransu Sekhar
  • Published: Friday, 07 June 2019
  • Updated: 07 June 2019, 10:53 AM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ଫସିଯାଇଛି ଡାକ ବିଭାଗ। ବିଜେପି ତରଫରୁ ପ୍ରତିଦିନ ହଜାର ହଜାର ସମର୍ଥକ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ପଠାଉଥିବାରୁ ଦକ୍ଷିଣ କୋଲକାତା ସ୍ଥିତି କାଲିଘାଟ ଡାକ ଅଫିସ ଅଡ଼ୁଆରେ ପଡ଼ିଯାଇଛି। କାରଣ ଏହି ପୋଷ୍ଟ ଅଫିସ ଅଧୀନରେ ରହିଛି ମମତା ବାନାର୍ଜୀଙ୍କ ଘର। ମମତାଙ୍କ ପାଇଁ ଆସୁଥିବା ଚିଠିରେ ‘ଜୟଶ୍ରୀ ରାମ’ ଲେଖାହୋଇଛି। ଏତେ ସଂଖ୍ୟକ ଚିଠି ଆସୁଥିବାରୁ ତାକୁ ସୁରକ୍ଷିତ ଭାବରେ ସଂଗ୍ରହ କରି ଠିକଣା ସ୍ଥାନରେ ନିର୍ଦ୍ଦାରିତ ବ୍ୟକ୍ତିଙ୍କୁ ଦେବା ଡାକ ଅଫିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଛି।

କାଲିଘାଟ ଡାକ ଅଫିସର କର୍ମଚାରୀ କହିଛନ୍ତି ମମତା ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପାଇଁ ଜଣେ ସ୍ୱତନ୍ତ୍ର ପୋଷ୍ଟମ୍ୟାନଙ୍କୁ ନିୟୋଜିତ କରାଯାଇଛି। ପ୍ରତି ମାସରେ ୩୦ରୁ ୪୦ ରେଜିଷ୍ଟରୀ ପୋଷ୍ଟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥାଏ। ହେଲେ ଏବେ ଏତେ ସଂଖ୍ୟାରେ ଚିଠି ଆସୁଥିବାରୁ ଏହାକୁ ସୁରକ୍ଷିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା କଷ୍ଟକର ବ୍ୟାପାର ହୋଇଯାଇଛି ବୋଲି କର୍ମଚାରୀ ଜଣଙ୍କ ନିଜ ନାମ ଗୋପନ ରଖି କହିଛନ୍ତି।

ସେପଟେ ଟିଏମସି ମଧ୍ୟ ଜବାବରେ ‘ଜୟ ଶ୍ରୀ ରାମ’ ସ୍ଥାନରେ ‘ଜୟ ହିନ୍ଦ୍, ଜୟ ବାଙ୍ଗଲା’ ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story