ପ୍ରବଳ ବର୍ଷା ଯୋଗୁ ବାତିଲ ହେଲା ଅମରନାଥ ଯାତ୍ରା

ଜମ୍ମୁ: ପ୍ରବଳ ବର୍ଷା ଯୋଗୁ ଶନିବାର ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି।   ଗତ ରାତି ଠାରୁ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା  ଲାଗି  ରହିଛି।  ପ୍ରବଳ ବର୍ଷା ଉଦାମପୁର ଜିଲ୍ଲା ଜାତୀୟ ରାଜପଥ କେରି ଠାରେ  ରାସ୍ତା ଅବରୋଧ ହୋଇଯାଇଛି। ସେଥିପାଇଁ ଅମରନାଥ ଯାତ୍ରାରେ ଆସିଥିବା କୌଣସି ଯାତ୍ରାଙ୍କୁ ଏହି ରାସ୍ତାରେ ଛଡାଯାଉନାହିଁ ବୋଲି ଜଣେ  ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ବର୍ଷା ଯୋଗୁ  ଜମ୍ମୁରେ ଥିବା ବେଶ କ୍ୟାମ୍ପରୁ ଯାତ୍ରା ବନ୍ଦ ରଖାଯାଇଛି। ପାଗ ଠିକ୍ ନହେବା […]

amarnath

amarnath

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 04:29 PM IST

Sports

Latest News

ଜମ୍ମୁ: ପ୍ରବଳ ବର୍ଷା ଯୋଗୁ ଶନିବାର ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି।   ଗତ ରାତି ଠାରୁ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା  ଲାଗି  ରହିଛି।  ପ୍ରବଳ ବର୍ଷା ଉଦାମପୁର ଜିଲ୍ଲା ଜାତୀୟ ରାଜପଥ କେରି ଠାରେ  ରାସ୍ତା ଅବରୋଧ ହୋଇଯାଇଛି। ସେଥିପାଇଁ ଅମରନାଥ ଯାତ୍ରାରେ ଆସିଥିବା କୌଣସି ଯାତ୍ରାଙ୍କୁ ଏହି ରାସ୍ତାରେ ଛଡାଯାଉନାହିଁ ବୋଲି ଜଣେ  ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ବର୍ଷା ଯୋଗୁ  ଜମ୍ମୁରେ ଥିବା ବେଶ କ୍ୟାମ୍ପରୁ ଯାତ୍ରା ବନ୍ଦ ରଖାଯାଇଛି। ପାଗ ଠିକ୍ ନହେବା ପର୍ଯ୍ୟନ୍ତ ଅମରନାଥ ଗୁମ୍ପା ପର୍ଯ୍ୟନ୍ତ ଯାତ୍ରା ପାଇଁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି  ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି। ଅବରୋଧ ହୋଇଥିବା ରାସ୍ତା ଗୁଡିକୁ ସଫା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story