ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ: ୧୭ ଦିନ ପରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ୧୭ ଦିନ ପରେ ଆଜି ରେୟାନ ଇଣ୍ଟରନ୍ୟାସନାଲ ସ୍କୁଲ ପୁଣି ଥରେ ଖୋଲିଛି। ଏହି ଘଟଣା ଘଟିବାର ଦୁଇ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଲିଭି ନାହିଁ। ସ୍କୁଲକୁ ପିଲାମାନଙ୍କୁ ଛାଡ଼ି ଆସିଥିବା ଅଭିଭାବକମାନେ କହିଛନ୍ତି,“ସ୍କୁଲ ଆସିବାକୁ ପିଲାମାନେ ଭୟ କରୁଛନ୍ତି। ସେମାନଙ୍କ ମୁଣ୍ଡ ଭିତରେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଭୟ ଲାଗି ରହିଛି। ପିଲାମାନେ ୱାସ୍‌ ରୁମ୍ ଯିବାକୁ ଭୟ କରୁଛନ୍ତି। ତାଙ୍କ ଉପରକୁ କେହି […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 06:19 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ୧୭ ଦିନ ପରେ ଆଜି ରେୟାନ ଇଣ୍ଟରନ୍ୟାସନାଲ ସ୍କୁଲ ପୁଣି ଥରେ ଖୋଲିଛି। ଏହି ଘଟଣା ଘଟିବାର ଦୁଇ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଲିଭି ନାହିଁ।

ସ୍କୁଲକୁ ପିଲାମାନଙ୍କୁ ଛାଡ଼ି ଆସିଥିବା ଅଭିଭାବକମାନେ କହିଛନ୍ତି,“ସ୍କୁଲ ଆସିବାକୁ ପିଲାମାନେ ଭୟ କରୁଛନ୍ତି। ସେମାନଙ୍କ ମୁଣ୍ଡ ଭିତରେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଭୟ ଲାଗି ରହିଛି। ପିଲାମାନେ ୱାସ୍‌ ରୁମ୍ ଯିବାକୁ ଭୟ କରୁଛନ୍ତି। ତାଙ୍କ ଉପରକୁ କେହି ଆକ୍ରମଣ କରିବ ବୋଲି  ସେମାନେ ଭାବୁଛନ୍ତି। ହତ୍ୟାକାଣ୍ଡ ପରେ ବହୁ ଦିନ ହେବ ସ୍କୁଲ ବନ୍ଦ ହୋଇ ରହିଲା। ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ହୋଇଛି। ଆମେ ମଧ୍ୟ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଭୟ କରୁଛୁ। ହେଲେ ପିଲାମାନଙ୍କ ପାଠପଢ଼ାରେ ବାଧା ହେଉଥିବାରୁ ସେମାନଙ୍କୁ ବୁଝାସୁଝା କରି ସ୍କୁଲ ଆଣିଛୁ।”

ସ୍କୁଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଖରାପ ପଡ଼ିଥିବା ସିସିଟିଭିକୁ ବଦଳାଇ ନୂଆ ଲଗାଯାଇଛି। ଏହାସହିତ ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ଆଜି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

ଗତକାଲି ସିବିଆଇ ସ୍କୁଲକୁ ଆସି ତଦନ୍ତ ଆରମ୍ଭ କରିଛି। ସିବିଆଇଙ୍କ ସହ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଅଶୋକ  ଓ ମାଳି ହରପାଲ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହି ଦୁଇ ଅଭିଯୁକ୍ତଙ୍କୁ ମୁହାଁମୁହିଁ ବସାଇ ସିବିଆଇ ପଚରାଉଚରା କରିଥିଲା।

ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନଙ୍କୁ ସ୍କୁଲରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ବସ୍‌ କଣ୍ଡକ୍ଟର ଅଶୋକ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା। ପୂର୍ବରୁ ଅଶୋକ ଏହି ଘଟଣା ପାଇଁ ନିଜକୁ ଦାୟୀ କରୁଥିବା ବେଳେ ଏବେ ସେ ଦୋଷ ସ୍ୱୀକାର କରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story