ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ: ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ଗୁରୁଗ୍ରାମ ରାୟନ୍ ଇଣ୍ଟର ନ୍ୟାସନାଲ୍‌ ସ୍କୁଲର ବହୁ ଚର୍ଚ୍ଚିତ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ସିବିଆଇ ଆରମ୍ଭ ହୋଇଛି। ଆଜି ସକାଳେ ସ୍କୁଲରେ ସିବିଆଇର ୩ ଜଣିଆ ଟିମ୍ ପହଞ୍ଚିଛି। ଗତକାଲି ଏହି ମାମଲାର ତଦନ୍ତର ଭାର ସିବିଆଇ ତା ହାତକୁ ନେଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର ଧମକ ଦେଇଥିଲେ ଯେ ଯଦି ଶନିବାର ସୁଦ୍ଧା ଏହି ମାମଲାର ସିବିଆଇ ତଦନ୍ତ ଆରମ୍ଭ ନ ହୁଏ ତା’ହେଲେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 12:58 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁଗ୍ରାମ ରାୟନ୍ ଇଣ୍ଟର ନ୍ୟାସନାଲ୍‌ ସ୍କୁଲର ବହୁ ଚର୍ଚ୍ଚିତ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ସିବିଆଇ ଆରମ୍ଭ ହୋଇଛି। ଆଜି ସକାଳେ ସ୍କୁଲରେ ସିବିଆଇର ୩ ଜଣିଆ ଟିମ୍ ପହଞ୍ଚିଛି।

ଗତକାଲି ଏହି ମାମଲାର ତଦନ୍ତର ଭାର ସିବିଆଇ ତା ହାତକୁ ନେଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର ଧମକ ଦେଇଥିଲେ ଯେ ଯଦି ଶନିବାର ସୁଦ୍ଧା ଏହି ମାମଲାର ସିବିଆଇ ତଦନ୍ତ ଆରମ୍ଭ ନ ହୁଏ ତା’ହେଲେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ସେ କହିଥିଲେ ଯେ ସେ ଦେଶର କିଛି ଶୀର୍ଷ ନେତାଙ୍କୁ ଏହି ସମ୍ବେଦନଶୀଳ ମାମଲାର ଯଥାଶୀଘ୍ର ସିବିଆଇ ତଦନ୍ତ କରାଇବା ପାଇଁ ଅନୁରୋଧ କରିଛନ୍ତି।

ସିବିଆଇ ମୁଖପାତ୍ର ଅଭିଷେକ ଦୟାଲ ଗତକାଲି କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଅଧିସୂଚନା ପରେ ଏଜେନ୍ସି ଏହି ମାମଲାର ତଦନ୍ତ ହାତକୁ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story