ହୁସିଆର ବିଦ୍ୟୁତ୍‌ ଗ୍ରାହକ: ଖୁବଶୀଘ୍ର ଆସୁଛି ପ୍ରିପେଡ୍‌ ସେବା, ରିଚାର୍ଜ କଲେ ମିଳିବ ବିଜୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଲାଗୁହେବ ନୂଆ ନିୟମ। ଏବେ ଆଗ ପଇଶା ଦେବେ ଏବଂ ପରେ ପାଇବେ ବିଜୁଳି। ଦେଶରେ ଖୁବଶୀଘ୍ର ଏବଳି ପ୍ରିପେଡ୍ ମିଟର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ବିଦ୍ୟୁତ ଉପଭୋକ୍ତାମାନେ ଆଗ ରିଜାର୍ଜ କରିବା ପରେ ବିଦ୍ୟୁତ ବ୍ୟବହାର କରିବେ। ଏନେଇ ସବୁ ରାଜ୍ୟର ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ। ଏଥିସହ କେନ୍ଦ୍ର ସରକାର, ସୌଭାଗ୍ୟ ଯୋଜନାରେ ସବୁ ପରିବାରକୁ ବିଦୁତ ସେବା ଯୋଗାଣ ନେଇ […]

3

3

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଲାଗୁହେବ ନୂଆ ନିୟମ। ଏବେ ଆଗ ପଇଶା ଦେବେ ଏବଂ ପରେ ପାଇବେ ବିଜୁଳି। ଦେଶରେ ଖୁବଶୀଘ୍ର ଏବଳି ପ୍ରିପେଡ୍ ମିଟର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ବିଦ୍ୟୁତ ଉପଭୋକ୍ତାମାନେ ଆଗ ରିଜାର୍ଜ କରିବା ପରେ ବିଦ୍ୟୁତ ବ୍ୟବହାର କରିବେ। ଏନେଇ ସବୁ ରାଜ୍ୟର ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ। ଏଥିସହ କେନ୍ଦ୍ର ସରକାର, ସୌଭାଗ୍ୟ ଯୋଜନାରେ ସବୁ ପରିବାରକୁ ବିଦୁତ ସେବା ଯୋଗାଣ ନେଇ ରାଜ୍ୟ ଶକ୍ତିମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos