ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। ଏହି ବିଲ୍‌ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛି। ତେବେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁକଶ୍ମୀରରେ ପୂର୍ବବତ୍‌ ବିଧାୟକ, ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ରହିବେ। ରାଷ୍ଟ୍ରପତି ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯କୁ ଅନୁମୋଦନ ଦେଇଥିବା ଗୃହ […]

Ram Nath Kovind

Ram Nath Kovind

Subrat Kumar Nayak
  • Published: Friday, 09 August 2019
  • Updated: 09 August 2019, 08:49 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। ଏହି ବିଲ୍‌ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛି। ତେବେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁକଶ୍ମୀରରେ ପୂର୍ବବତ୍‌ ବିଧାୟକ, ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ରହିବେ।

ରାଷ୍ଟ୍ରପତି ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯କୁ ଅନୁମୋଦନ ଦେଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜମ୍ମୁକଶ୍ମୀର ପଣ୍ଡିଚେରୀ ପରି ବିଧାନସଭା ଥିବା ଏକ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଅନ୍ୟ ପକ୍ଷରେ ଲଦାଖ ଚଣ୍ଡିଗଡ଼ ପରି ବିଧାନସଭା ନଥିବା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ। ଏହି ବିଲ୍ ପ୍ରଥମେ ରାଜ୍ୟସଭାରେ ଏବଂ ପରେ ଲୋକସଭାରେ ପାରିତ ହୋଇଥିଲା। ସ୍ୱତନ୍ତ୍ର ସୁବିଧା ଉଠିଯିବା ପରେ ବର୍ତ୍ତମାନ ଏହି ଦୁଇ ନୂଆ କେନ୍ଦ୍ର ଶାସିତ ଅଞ୍ଚଳରେ ସମସ୍ତ ଭାରତୀୟ ଆଇନ ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story