ପଠାନକୋଟ‌ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଲା ଶିବସେନା

ମୁମ୍ୱାଇ: ପଂଜାବର ପଠାନକୋଟ‌ ବିମାନଘାଟି ଉପରେ ଆତଙ୍କୀ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି ଏନଡିଏର ଅନ୍ୟତମ ଅଂଶୀଦାର ଶିବସେନା। ଦଳର ମୁଖପାତ୍ର ‘ସାମନା’ର ସଂପାଦକୀୟରେ ଲେଖାଯାଇଛି ଯେ ପାକିସ୍ତାନ ଉପରେ ବିଶ୍ୱାସ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବସେନା ଚେତେଇ ଦେଇଥିଲା। ପ୍ରଧାନମନ୍ତ୍ରୀ ଏବେ ସାରା ବିଶ୍ୱକୁ ଏକାଠି କରିବା ବଦଳରେ ନିଜ ଦେଶ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତକୁ ସମାଲୋଚନା କରି ଶିବସେନା କହିଛି ଯେ […]

modi

modi

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 08:01 AM IST

Sports

Latest News

ମୁମ୍ୱାଇ: ପଂଜାବର ପଠାନକୋଟ‌ ବିମାନଘାଟି ଉପରେ ଆତଙ୍କୀ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି ଏନଡିଏର ଅନ୍ୟତମ ଅଂଶୀଦାର ଶିବସେନା। ଦଳର ମୁଖପାତ୍ର ‘ସାମନା’ର ସଂପାଦକୀୟରେ ଲେଖାଯାଇଛି ଯେ ପାକିସ୍ତାନ ଉପରେ ବିଶ୍ୱାସ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବସେନା ଚେତେଇ ଦେଇଥିଲା। ପ୍ରଧାନମନ୍ତ୍ରୀ ଏବେ ସାରା ବିଶ୍ୱକୁ ଏକାଠି କରିବା ବଦଳରେ ନିଜ ଦେଶ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତକୁ ସମାଲୋଚନା କରି ଶିବସେନା କହିଛି ଯେ ନରେନ୍ଦ୍ର ମୋଦି ସେଠାରେ ନୱାଜ ସରିଫଙ୍କ ସହିତ ଗୋଟିଏ କପ‌୍‍ ଚା’ପିଇଲେ, ଆଉ ଏଠାରେ ପ୍ରତିବଦଳରେ ୭ ଯବାନ ସହିଦ ହୋଇଗଲେ।

‘ସାମନା’ରେ ଆହୁରି ମଧ୍ୟ କୁହାଯାଇଛି, ପଠାନକୋଟ‌ ବିମାନଘାଟିରେ ଆକ୍ରମଣ କରି ଆତଙ୍କବାଦୀମାନେ ପ୍ରମାଣ କରି ଦେଇଛନ୍ତି ଯେ ଆମ ଦେଶର ସୀମା ସୁରକ୍ଷିତ ନୁହେଁ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ମଧ୍ୟ ବିପଦଜନକ ଅବସ୍ଥାରେ ରହିଛି। କେବଳ ସହିଦ ହେଉଥିବା ଯବାନଙ୍କୁ ସୋସିଆଲ‌୍‍ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଲେ କିଛି ହେବ ନାହିଁ। ପଠାନକୋଟ‌୍‍ ହମଲାରୁ ସରକାର ଶିକ୍ଷା ଲାଭ କରିବା ଉଚିତ‌୍‍ ଓ ଦେଶର ସୁରକ୍ଷା ନେଇ ଠୋସ‌୍‍ ପଦକ୍ଷେପ ନେବା ଉଚିତ‌୍‍। ମାତ୍ର ୬ ଜଣ ଆତଙ୍କୀଙ୍କୁ ପଠାଇ ପାକିସ୍ତାନ ଆମ ଦେଶର ସେନାକୁ ଖୋଲା ଚ୍ୟାଲେଞ୍ଜ‌୍‍ ଦେଇଛି। ଏହା ଭାରତର ଆତ୍ମସମ୍ମାନକୁ କ୍ଷୁର୍ଣ୍ଣ କରିଛି।

ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ବେଳେ ଶିବସେନା ସତର୍କ କରାଇ ଦେଇଥିଲା। ପାକିସ୍ତାନ ଉପରେ ବିଶ୍ୱାସ ନକରିବାକୁ କୁହାଯାଇଥିଲା। ପାକିସ୍ତାନ ଉପରେ ବିଶ୍ୱାସ କଲେ ଧୋକା ଖାଇବା ନିଶ୍ଚିତ ବୋଲି ଚେତେଇ ଦିଆଯାଇଥିଲା। ଆଉ ମାତ୍ର ସପ୍ତାହେ ମଧ୍ୟରେ ତାହା ପ୍ରମାଣିତ ହୋଇଯାଇଛି।

‘ସାମନା’ର ସଂପାଦକୀୟରେ କୁହାଯାଇଛି, ଯଦି ପାକିସ୍ତାନ ପ୍ରକୃତରେ ଭାରତ ସହିତ ସୁ-ସଂପର୍କ ରଖିବାକୁ ଚାହୁଁଛି, ତା’ହେଲେ ଜୈଶ-ଇ-ମହମ୍ମଦର ଆତଙ୍କୀ ମୌଲାନା ମଙ୍କସରଦ‌୍‍ ଆଝାରକୁ ଭାରତକୁ ହସ୍ତାନ୍ତର କରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story