କାଉଣ୍ଟର ଆଟାକ ମୁଡ୍‌ରେ ମୋଦି : କହିଲେ ମହାଭାରତରେ ଜଣେ ଶଲ୍ୟ ଥିଲେ, ହେଲେ ଆଜି ଅନେକ ଶଲ୍ୟ ଅଛନ୍ତି

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଅଭିବୃଦ୍ଧି ହାର ହ୍ରାସ ପାଇନାହିଁ । ଅର୍ଥନୀତିର ମୂଳଦୁଆ ମଜଭୁତ ଅଛି । ଏହା ଟ୍ରାକ୍‌କୁ ଫେରିବା କଷ୍ଟକର ନୁହେଁ । ଗତକାଲି କଂପାନି ସେକ୍ରେଟାରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦଳ କହିଛି, ବର୍ତ୍ତମାନର ଅର୍ଥନୀତିକୁ ନେଇ ବିରୋଧୀଙ୍କ ସ୍ୱର ଯେତେ  ତୀବ୍ର ଓ ତୀକ୍ଷ୍ଣ ହୋଇନି ନିଜ ଦଳ ଭିତରେ ଏହା ସେତେ ଅଧିକ ହୋଇଛି। ତେଣୁ […]

modi-4

modi-4

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 06:17 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଅଭିବୃଦ୍ଧି ହାର ହ୍ରାସ ପାଇନାହିଁ । ଅର୍ଥନୀତିର ମୂଳଦୁଆ ମଜଭୁତ ଅଛି । ଏହା ଟ୍ରାକ୍‌କୁ ଫେରିବା କଷ୍ଟକର ନୁହେଁ । ଗତକାଲି କଂପାନି ସେକ୍ରେଟାରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦଳ କହିଛି, ବର୍ତ୍ତମାନର ଅର୍ଥନୀତିକୁ ନେଇ ବିରୋଧୀଙ୍କ ସ୍ୱର ଯେତେ  ତୀବ୍ର ଓ ତୀକ୍ଷ୍ଣ ହୋଇନି ନିଜ ଦଳ ଭିତରେ ଏହା ସେତେ ଅଧିକ ହୋଇଛି।

ତେଣୁ ମୋଦି ବର୍ତ୍ତମାନର ଅର୍ଥନୀତି ବାବଦରେ ନିଜ ଦଳକୁ ବୁଝାଇବା ଉଚିତ୍ । ସେପଟେ ବିଜେପି କହିଛି, ଆଗକୁ ମୋଦିଙ୍କ କଥା ସତ ହେବ।  ପୁରା ବିଶ୍ୱରେ ଭାରତ ଅର୍ଥନୀତିରେ ଶୀର୍ଷରେ ରହିବ । ଗତକାଲି ମୋଦି କହିଥିଲେ, ବିମୁଦ୍ରାକରଣ ଏକ ବଡ଼ ସଫଳତା।  ଏହା ହେବା ପରେ କଳାଟଙ୍କା ରଖିବା ସହଜ ହେବ ନାହିଁ । ସେହିପରି ବିନା ପ୍ରସ୍ତୁତିରେ ଜିଏସଟି ଲାଗୁ ହୋଇଥିବାରୁ ତାର ପ୍ରଭାବରେ ଅର୍ଥନୀତି ଧିମେଇ ଯାଇଥିବା ଅଭିଯୋଗକୁ ବି ସେ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ, ପ୍ରଥମଥର ପାଇଁ ଭାରତରେ ଜିଡିପି ଅଭିବୃଦ୍ଧି ହାର ତଳକୁ ଖସିନାହିଁ। ୟୁପିଏ ସରାକାର ସମୟରେ ୮ ଥର  ଜିଡିପି ଅଭିବୃଦ୍ଧି ହାର ୫.୭ ପ୍ରତିଶତ ତଳକୁ ଖସିଥିଲା। ଆର୍ଥିକ ମାନ୍ଦାବସ୍ତାକୁ ନେଇ ମୋଦି ସରକାର ଗତ କିଛି ଦିନ ହେଲେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ।

ମୁଖ୍ୟତଃ ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ ଖସିଆସିଥିବାରୁ ବିରୋଧୀ ଏବଂ ଅର୍ଥନୈତିକ ବିଶେଷଜ୍ଞମାନେ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଟାର୍ଗେଟ କରିଥିଲେ। ଏପରିକି ଆରବିଆଇର ପୂର୍ବତନ ଗଭର୍ଣ୍ଣନର ରଘୁରାମ ରାଜନ ବିମୁଦ୍ରାକରଣ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଥିଲେ। ସେହିପରି ଜିଏସ୍‌ଟି ପ୍ରଚଳନକୁ ନେଇ ଏହା ଆର୍ଥିକ ଦୁର୍ଗତିର କାରଣ ପାଲଟିଛି ବୋଲି କେତେକ କହିଥିଲେ। ଏସବୁ ପ୍ରତିକ୍ରିୟା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ଜବାବ ରଖିଥିଲେ।

କହିଥିଲେ କିଛି ଲୋକଙ୍କ କାମ ନୈରାଶ୍ୟବାଦ ଖେଳେଇବା। ସେହିପରି ଦଳୀୟ ସମାଲୋଚନକାରୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାକୁ ପରୋକ୍ଷରେ ଟାର୍ଗେଟ କରିଥିଲେ। କଥା ପ୍ରସଙ୍ଗରେ ମହାଭାରତର ଶଲ୍ୟଙ୍କ ଉଦାହରଣ ଦେଇଥିଲେ।  କହିଥିଲେ ଶଲ୍ୟ ହେଉଛନ୍ତି ଏମିତି ଜଣେ ଚରିତ୍ର ଯିଏ ସବୁବେଳେ ନୈରାଶ୍ୟବାଦ ଖେଳାଉଥିଲେ। ପାଣ୍ଡବ ପକ୍ଷର ହୋଇ ମଧ୍ୟ ସେ କୌରବ ପକ୍ଷରୁ ଯୁଦ୍ଧ କରିଥିଲେ। ମହାଭାରତର ସେଦିନ ଜଣେ ଶଲ୍ୟ ଥିଲେ। ହେଲେ ଏଠି ଅନେକ ଶଲ୍ୟ ଅଛନ୍ତି ବୋଲି କହିଥିଲେ। ଯେଉଁମାନେ ନିରାଶା ଆଉ ନିରାଶା ଖେଳେଇବା ପରେ ସେମାନଙ୍କୁ ନିଦ ଆସେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story