କରୋନାରେ ଆକ୍ରାନ୍ତ ପ୍ରିନ୍ସ ଚାର୍ଲସ ସୁସ୍ଥ ହେଲେ

ଲଣ୍ଡନ: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି। କରୋନାରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ। ଏବେ କିନ୍ତୁ ସେ ସୁସ୍ଥ ହୋଇ ଆଇସୋଲେସନରୁ ବାହାରିଛନ୍ତି। ରୟାଲ ପରିବାରର ମୁଖପାତ୍ର କହିଛନ୍ତି, ୭ ଦିନ ତଳେ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ […]

ef

ef

Hemant Lenka
  • Published: Monday, 30 March 2020
  • Updated: 30 March 2020, 06:23 PM IST

Sports

Latest News

ଲଣ୍ଡନ: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି। କରୋନାରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ। ଏବେ କିନ୍ତୁ ସେ ସୁସ୍ଥ ହୋଇ ଆଇସୋଲେସନରୁ ବାହାରିଛନ୍ତି।

ରୟାଲ ପରିବାରର ମୁଖପାତ୍ର କହିଛନ୍ତି, ୭ ଦିନ ତଳେ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ସ୍କଟଲ୍ୟାଣ୍ଡ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଥିଲେ। ତାଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଶେଷରେ ସେ ଆରୋଗ୍ୟ ଲାଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story