ମହାରାଣୀ ଏଲିଜାବେଥ୍‌ଙ୍କ ସହ କ୍ରିସମାସ୍ ପାଳିବେ ପ୍ରିନ୍ସ ହ୍ୟାରିଙ୍କ ଭାବି ପତ୍ନୀ

ଲଣ୍ଡନ: ବିଟ୍ରେନ୍‌ର ରୟାଲ ଫ୍ୟାମିଲି ପାଇଁ ଚଳିତ ବର୍ଷର କ୍ରିସମାସ୍‌ ଖାସ୍ ହୋଇପାରେ। ପ୍ରିନ୍ସ ହ୍ୟାରିଙ୍କ ଭାବି ପତ୍ନୀ ତଥା ହଲିଉଡ୍‌ ଅଭିନେତ୍ରୀ ମେଘନ ମାର୍କଲ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସହିତ ଏଥର କ୍ରିସମାସରେ ସାମିଲ ହେବେ। କୌଣସି ଭାବି ପତ୍ନୀଙ୍କୁ  ରୟାଲ ଫ୍ୟାମିଲି ସହ  କ୍ରସିମାସ୍‌ ପାଳନ କରିବାକୁ ଅନୁମତି ଦିଆଯିବା ଏହା ପ୍ରଥମ କ୍ରିସମାସ୍‌ରେ ମେଘନ୍ ସାମିଲ ହେବା ପାଇଁ ପ୍ରିନ୍ସ ହ୍ୟାରି ରାଣୀଙ୍କଠାରୁ ଅନୁମତି ମାଗିଥିବା କୁହାଯାଉଛି। ଏହି ଆୟୋଜନରେ  ବ୍ଲାକ୍ ଟାଇ […]

meghan-markle

meghan-markle

Rakesh Mallick
  • Published: Monday, 04 December 2017
  • Updated: 04 December 2017, 10:47 AM IST

Sports

Latest News

ଲଣ୍ଡନ: ବିଟ୍ରେନ୍‌ର ରୟାଲ ଫ୍ୟାମିଲି ପାଇଁ ଚଳିତ ବର୍ଷର କ୍ରିସମାସ୍‌ ଖାସ୍ ହୋଇପାରେ। ପ୍ରିନ୍ସ ହ୍ୟାରିଙ୍କ ଭାବି ପତ୍ନୀ ତଥା ହଲିଉଡ୍‌ ଅଭିନେତ୍ରୀ ମେଘନ ମାର୍କଲ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସହିତ ଏଥର କ୍ରିସମାସରେ ସାମିଲ ହେବେ। କୌଣସି ଭାବି ପତ୍ନୀଙ୍କୁ  ରୟାଲ ଫ୍ୟାମିଲି ସହ  କ୍ରସିମାସ୍‌ ପାଳନ କରିବାକୁ ଅନୁମତି ଦିଆଯିବା ଏହା ପ୍ରଥମ

କ୍ରିସମାସ୍‌ରେ ମେଘନ୍ ସାମିଲ ହେବା ପାଇଁ ପ୍ରିନ୍ସ ହ୍ୟାରି ରାଣୀଙ୍କଠାରୁ ଅନୁମତି ମାଗିଥିବା କୁହାଯାଉଛି। ଏହି ଆୟୋଜନରେ  ବ୍ଲାକ୍ ଟାଇ ଡିନର, ଫୁଲ୍‌ ଇଲିଂଶ ବ୍ରେକ୍‌ଫାଷ୍ଟ ଓ ପେଜେଣ୍ଟ ସୁଟ୍‌ ସାମିଲ  ରହିଛି।

ସୂଚନାଯୋଗ୍ୟ, ୨୦୧୮ ମେ’ ମାସରେ ଆମେରିକା ଅଭିନେତ୍ରୀ ମେଘନ୍‌ଙ୍କୁ ବିବାହ କରିବେ ପ୍ରିନ୍ସ ହ୍ୟାରି । ଗତ ସପ୍ତାହରେ ପ୍ରିନ୍ସ ହ୍ୟାରି ତାଙ୍କ ବିବାହ ନେଇ ସମସ୍ତଙ୍କୁ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos