ବ୍ୟବସାୟୀଙ୍କୁ ଚେତାବନୀ: ଜିଏସଟି ପରେ ପୁରୁଣା ମୂଲ୍ୟ ଛାପିଲେ କଠୋର ଦଣ୍ଡ, ପଢନ୍ତୁ ଜରିମାନା କେତେ

ନୂଆଦିଲ୍ଲୀ:ବ୍ୟବସାୟୀମାନଙ୍କୁ ସରକାରଙ୍କ ସତର୍କବାଣୀ। ଜିଏସଟି ଲାଗୁ (ଜୁଲାଇ-୧)ପରେ କୌଣସି ପ୍ରଡକ୍ଟ ଉପରେ ପୁରୁଣା ମୂଲ୍ୟ ରହିବନି। ସରକାର ଧାର୍ଯ୍ୟ କରିଥିବା ଗାଇଡଲାଇନ୍ ଅନୁଶାରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ। ଯଦି ଏହାକୁ ବ୍ୟବସାୟୀମାନେ ବେଖାତିର କରନ୍ତି ସେମାନଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ ହେବ। ଜିଏସଟି ପରେ ପ୍ରଡକ୍ଟ ଉପରେ ନୂଆ ମୂଲ୍ୟ ଉଲ୍ଲେଖ ନ ରହିଲେ ୧ ବର୍ଷ ଜେଲଦଣ୍ଡ ମିଳିବ। ନଚେତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ।  କେନ୍ଦ୍ର ଖାଉଟି କଲ୍ୟାଣ […]

product

product

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 11:14 AM IST

Sports

Latest News

ନୂଆଦିଲ୍ଲୀ:ବ୍ୟବସାୟୀମାନଙ୍କୁ ସରକାରଙ୍କ ସତର୍କବାଣୀ। ଜିଏସଟି ଲାଗୁ (ଜୁଲାଇ-୧)ପରେ କୌଣସି ପ୍ରଡକ୍ଟ ଉପରେ ପୁରୁଣା ମୂଲ୍ୟ ରହିବନି। ସରକାର ଧାର୍ଯ୍ୟ କରିଥିବା ଗାଇଡଲାଇନ୍ ଅନୁଶାରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ। ଯଦି ଏହାକୁ ବ୍ୟବସାୟୀମାନେ ବେଖାତିର କରନ୍ତି ସେମାନଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ ହେବ। ଜିଏସଟି ପରେ ପ୍ରଡକ୍ଟ ଉପରେ ନୂଆ ମୂଲ୍ୟ ଉଲ୍ଲେଖ ନ ରହିଲେ ୧ ବର୍ଷ ଜେଲଦଣ୍ଡ ମିଳିବ। ନଚେତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ।  କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଭିନ୍ନ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story