ଚାଲିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରିୟ ରଂଜନ ଦାସ ମୁନ୍‌ସିଙ୍କ  ପରଲୋକ। ସେ ଦୀର୍ଘ ଦିନରୁ କୋମାରେ ଥିଲେ  ୨୦୦୮ରେ ତାଙ୍କର ହୃଦଘାତ  ହୋଇଥିଲା। ଏହାପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ତା’ପରଠାରୁ ସେ  କଥାବାର୍ତ୍ତା କରିପାରୁ ନ ଥିଲେ।  କିନ୍ତୁ ଗତ ଏକମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ  ଗୁରୁତର ହୋଇ ପଡିଥିଲେ।  ଆଜି ଦିଲ୍ଲୀର ଆପୋଲୋ ହସପିଟାଲରେ ତାଙ୍କର ଦେହାନ୍ତ  ହୋଇଛି । ୭୨ବର୍ଷ ବୟସ୍କ ଦାସମୁନସି ଯୁବ କଂଗ୍ରେସରୁ […]

priya

priya

Rakesh Mallick
  • Published: Monday, 20 November 2017
  • Updated: 20 November 2017, 08:32 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରିୟ ରଂଜନ ଦାସ ମୁନ୍‌ସିଙ୍କ  ପରଲୋକ। ସେ ଦୀର୍ଘ ଦିନରୁ କୋମାରେ ଥିଲେ  ୨୦୦୮ରେ ତାଙ୍କର ହୃଦଘାତ  ହୋଇଥିଲା। ଏହାପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ତା’ପରଠାରୁ ସେ  କଥାବାର୍ତ୍ତା କରିପାରୁ ନ ଥିଲେ।  କିନ୍ତୁ ଗତ ଏକମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ  ଗୁରୁତର ହୋଇ ପଡିଥିଲେ।  ଆଜି ଦିଲ୍ଲୀର ଆପୋଲୋ ହସପିଟାଲରେ ତାଙ୍କର ଦେହାନ୍ତ  ହୋଇଛି । ୭୨ବର୍ଷ ବୟସ୍କ ଦାସମୁନସି ଯୁବ କଂଗ୍ରେସରୁ ତାଙ୍କର କ୍ୟାରିୟର ଆରମ୍ଭ  କରିଥିଲେ।

୧୯୭୧ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।   ୧୯୮୫ରେ ସେ  କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ।   ଏଥିସହ ସର୍ବଭାରତୀୟ ଫୁଟବଲ ମହାସଂଘର  ସଭାପତି ଭାବେ ସେ ପାଖାପାଖି ୨୦ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କ ପରଲୋକରେ ଦେଶ  ଜଣେ ଅଗ୍ରଣୀ ନେତାଙ୍କୁ ହରାଇଲା ବୋଲି କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ  କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story