ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଚେୟାର, ଟେବୁଲ ଭାଙ୍ଗିଦେଲେ ଚାଷୀ

ଚଣ୍ଡିଗଡ: ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚାଷୀଙ୍କୁ ନେଇ ମହାପଞ୍ଚାୟତ କରିବାକୁ ଯାଉଥିଲେ। ଏହା ପୂର୍ବରୁ ଚାଷୀଙ୍କ ଆକ୍ରୋଶର ସାମ୍ନା କରିଛନ୍ତି ଖଟ୍ଟର। କରନେଲରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସ୍ଥାନୀୟ ଚାଷୀ ବିରୋଧ କରୁଥିବାରୁ ଖଟ୍ଟରଙ୍କୁ ଏଭଳି ସାମ୍ନା କରିବାକୁ ପଡ଼ିଛି ବୋଲି ଜଣାପଡ଼ିଛି। ପୁଲିସ ସେହି ଚାଷୀଙ୍କ ଉପରକୁ ଲୁହବୁହା ଗ୍ୟାସ ପକାଇଥିଲେ ମଧ୍ୟ ସଫଳ ହୋଇନଥିଲେ। ତେଣୁ ବାଧ୍ୟ ହୋଇ ଖଟ୍ଟରଙ୍କ କାର୍ଯ୍ୟକ୍ରମ ବାତିଲ୍ ହୋଇଥିଲା। ଚାଷୀମାନେ କରନେଲ ଜିଲ୍ଲାର ମହାପଞ୍ଚାୟତ ହେବାକୁ ଥିବା […]

KHATTAR-PROTEST

KHATTAR-PROTEST

Subhransu Sekhar
  • Published: Sunday, 10 January 2021
  • Updated: 10 January 2021, 05:00 PM IST

Sports

Latest News

ଚଣ୍ଡିଗଡ: ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚାଷୀଙ୍କୁ ନେଇ ମହାପଞ୍ଚାୟତ କରିବାକୁ ଯାଉଥିଲେ। ଏହା ପୂର୍ବରୁ ଚାଷୀଙ୍କ ଆକ୍ରୋଶର ସାମ୍ନା କରିଛନ୍ତି ଖଟ୍ଟର। କରନେଲରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସ୍ଥାନୀୟ ଚାଷୀ ବିରୋଧ କରୁଥିବାରୁ ଖଟ୍ଟରଙ୍କୁ ଏଭଳି ସାମ୍ନା କରିବାକୁ ପଡ଼ିଛି ବୋଲି ଜଣାପଡ଼ିଛି। ପୁଲିସ ସେହି ଚାଷୀଙ୍କ ଉପରକୁ ଲୁହବୁହା ଗ୍ୟାସ ପକାଇଥିଲେ ମଧ୍ୟ ସଫଳ ହୋଇନଥିଲେ। ତେଣୁ ବାଧ୍ୟ ହୋଇ ଖଟ୍ଟରଙ୍କ କାର୍ଯ୍ୟକ୍ରମ ବାତିଲ୍ ହୋଇଥିଲା।

ଚାଷୀମାନେ କରନେଲ ଜିଲ୍ଲାର ମହାପଞ୍ଚାୟତ ହେବାକୁ ଥିବା ମଞ୍ଚକୁ ଭଙ୍ଗାରୁଜା କରିଥିବା ବେଳେ ଚେୟାର, ଟେବୁଲ ଆଦି ଭାଙ୍ଗି ଦେଇଥିଲେ। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବାକୁ ଥିବା ଅସ୍ଥାୟୀ ହେଲିପ୍ୟାଡକୁ ମଧ୍ୟ ଚାଷୀମାନେ ନିଜ ନିୟନ୍ତ୍ରଣକୁ ନେଇଥିଲେ।

https://twitter.com/ANI/status/1348178126166061056?s=20

ଆନ୍ଦୋଳନକାରୀ ଚାଷୀ ମଞ୍ଚ ସମ୍ମୁଖରେ ଲଗାଯାଇଥିବା ବାଉଁଶ ବ୍ୟାରିକେଡ୍ ଭାଙ୍ଗିବା ସହିତ ଆଖପାଖ ଅଞ୍ଚଳରେ ଲଗାଯାଇଥିବା ଫୁଲ କୁଣ୍ଡି, ଟେବୁଲ ଏବଂ ଚେୟାରକୁ ଭଙ୍ଗାରୁଜା କରିଥିଲେ। ଏମିତିକି କଳା ପତାକା ଧରିଥିବା ଚାଷୀ ହେଲିପ୍ୟାଡ୍ ଭାଙ୍ଗି ଦେଇଥିଲେ। ହେଲିପ୍ୟାଡରେ ପହଞ୍ଚିବା ପାଇଁ ଛଅଟି ପୁଲିସ ଆଉଟପୋଷ୍ଟକୁ ଚାଷୀ ଭାଙ୍ଗିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ମାସେରୁ ଅଧିକ ଦିନ ଆନ୍ଦୋଳନରେ ବସିଛନ୍ତି। ମୁଖ୍ୟତଃ ପଞ୍ଜାବ ଏବଂ ହରିଆଣାର ଚାଷୀ ଆନ୍ଦୋଳନରେ ବସିଛନ୍ତି। ଏହି ଆଇନ ଚାଷୀ ବିରୋଧୀ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି। ଅନ୍ୟପଟେ ବିଜେପି ଏହାକୁ ଖାରଜ କରିଛି। ତେଣୁ ବିଭିନ୍ନ ସ୍ଥାନରେ ଏବେ ଶାସକ ବିଜେପି ସଭା ଆୟୋଜନ କର କୃଷି ଆଇନ ବାବଦରେ ସଚେତନ କରାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story