ପୂର୍ବ ଆଫଗାନିସ୍ତାନରେ ବିସ୍ଫୋରଣ,୨୫ ମୃତ

କାବୁଲ: ପୂର୍ବ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ  ଘଟି ୨୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଆହତ ହୋଇଛନ୍ତି। ରବିବାର ରାତିରେ କୋଷ୍ଟ ସହରର ଚେକପୋଷ୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଯୋଗୁ ଚେକପୋଷ୍ଟରେ ଏକାଧିକ ଯାନବାହନ ଅଟକି  ରହିଥିଲା ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି । ସେହିପରି ୨୦୦୯ ମସିହାରେ ବେଶ କ୍ୟାମ୍ପ ଉପରେ କୁଏଡ ଟାଗ୍ରେଟ କରି ତାଲିବାନ ଆତଙ୍କୀ ବଡ ଧରଣର ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ କୁଏଡ୍ ଇଣ୍ଟେଲିଜେନସି ଅଫିସରଙ୍କ […]

afghanistan-

Rakesh Mallick
  • Published: Monday, 13 July 2015
  • , Updated: 04 May 2017, 03:45 PM IST

କାବୁଲ: ପୂର୍ବ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ  ଘଟି ୨୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଆହତ ହୋଇଛନ୍ତି। ରବିବାର ରାତିରେ କୋଷ୍ଟ ସହରର ଚେକପୋଷ୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଯୋଗୁ ଚେକପୋଷ୍ଟରେ ଏକାଧିକ ଯାନବାହନ ଅଟକି  ରହିଥିଲା ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ସେହିପରି ୨୦୦୯ ମସିହାରେ ବେଶ କ୍ୟାମ୍ପ ଉପରେ କୁଏଡ ଟାଗ୍ରେଟ କରି ତାଲିବାନ ଆତଙ୍କୀ ବଡ ଧରଣର ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ କୁଏଡ୍ ଇଣ୍ଟେଲିଜେନସି ଅଫିସରଙ୍କ ମୃତ୍ୟୁ ଘଟିଥିଲା।

Related story