PUBG ପାଇଁ ପ୍ରଭାବିତ ହେଉଛି ପରୀକ୍ଷା ଫଳ, ବ୍ୟାନ୍‌ କରିବା ପାଇଁ ଆସିଲା ପ୍ରସ୍ତାବ

ନୂଆଦିଲ୍ଲୀ: ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପରି ସ୍ମାର୍ଟଫୋନ୍‌ ପ୍ଲାଟଫର୍ମରେ ଲୋକପ୍ରିୟ ଗେମ୍‌ ପାଲଟିଛି PUBG। ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ପାଗଳାମୀ  ଏଭଳି ସ୍ତରରେ ପହଞ୍ଚିଛି ଯେ, ଜମ୍ମୁ କଶ୍ମୀର ଷ୍ଟୁଡେଣ୍ଟସ ଆସୋସିଏସନ୍‌ ଏହି ଗେମ୍‌କୁ ବ୍ୟାନ୍‌ କରିବାପାଇଁ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମାଲିକଙ୍କୁ ଅନୁରୋଧ କରିଛି। ଏହା ଦାବି କରିଛି ଯେ ଏହି ଗେମ୍‌ ପାଇଁ ହିଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପ୍ରଭାବିତ ହେଉଛି। ଏଥିସହିତ ଏହି ଗେମ୍‌କୁ […]

pubg

pubg

Subrat Kumar Nayak
  • Published: Thursday, 17 January 2019
  • Updated: 17 January 2019, 10:49 AM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପରି ସ୍ମାର୍ଟଫୋନ୍‌ ପ୍ଲାଟଫର୍ମରେ ଲୋକପ୍ରିୟ ଗେମ୍‌ ପାଲଟିଛି PUBG। ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ପାଗଳାମୀ  ଏଭଳି ସ୍ତରରେ ପହଞ୍ଚିଛି ଯେ, ଜମ୍ମୁ କଶ୍ମୀର ଷ୍ଟୁଡେଣ୍ଟସ ଆସୋସିଏସନ୍‌ ଏହି ଗେମ୍‌କୁ ବ୍ୟାନ୍‌ କରିବାପାଇଁ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମାଲିକଙ୍କୁ ଅନୁରୋଧ କରିଛି।

ଏହା ଦାବି କରିଛି ଯେ ଏହି ଗେମ୍‌ ପାଇଁ ହିଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପ୍ରଭାବିତ ହେଉଛି। ଏଥିସହିତ ଏହି ଗେମ୍‌କୁ ଡ୍ରଗ୍ସ ପରି ଭୟଙ୍କର ନିଶା ସହିତ ତୁଳନା କରାଯାଇଛି।

ଏହି ସଂଗଠନର ଉପାଧ୍ୟକ୍ଷ ରଫିକ୍‌ ମଖଦୁଙ୍କ କହିବା ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଖରାପ ପରୀକ୍ଷା ଫଳ ପରେ ଏହା ବନ୍ଦ ହୋଇଯିବା କଥା, କିନ୍ତୁ ଏଯାଏ ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ। ଏହା ଯୁବପିଢ଼ିଙ୍କୁ ଡ୍ରଗ୍ସଠାରୁ ମଧ୍ୟ ଅଧିକ ଆସକ୍ତ କରି ରଖୁଥିବାରୁ ସେମାନେ ୨୪ ଘଣ୍ଟା ମୋବାଇଲରେ ଲାଗି ରହୁଛନ୍ତି ଏବଂ ଅନ୍ୟ କିଛି ମଧ୍ୟ କରୁନାହାନ୍ତି। ତେଣୁ ସେମାନେ ରାଜ୍ୟପାଳଙ୍କୁ ଏପରି ଅନୁରୋଧ କରିଥିବା ଜଣାଇଛନ୍ତି।

ଅନ୍ୟ ପକ୍ଷରେ ଏହି ଛାତ୍ର ସଂଗଠନର ଅଧ୍ୟକ୍ଷ ଆକବର ଅହମ୍ମଦ ଏହାକୁ ‘ଭବିଷ୍ୟତ ଧ୍ୱଂସକାରୀ’ ବୋଲି କହିଛନ୍ତି।

ଏହି ଗେମ୍‌ ପ୍ରଥମଥର ପାଇଁ ,ଭଳି ବିବାଦକୁ ଆସିନି। ପୂର୍ବରୁ ମୁମ୍ବାଇରେ ଏହାକୁ ବ୍ୟାନ୍‌ କରାଯାଥିବାର ଖବର ଆସିଥିଲା, ଯାହାକି ଫେକ୍‌ ଥିଲା ବୋଲି ପରେ ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story