ପୁଣି ପାରୋଲରେ ଯିବାକୁ ସଞ୍ଚୟଙ୍କ ଆବେଦନ

ମୁମ୍ୱାଇ: ମୁମ୍ୱାଇ ସିରିୟଲ୍ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ୩୦ ଦିନର ପାରୋଲ ମାଗିଛନ୍ତି। ସେଥିପାଇଁ ସଞ୍ଚୟ ଡିଭିଜନାଲ୍ କମିଶନରଙ୍କୁ ଦରଖାସ୍ତ ଦେଇଛନ୍ତି। ସଞ୍ଜୟ ଦତ୍ତ ଚଳିତବର୍ଷ ଜାନୁୟାରୀରେ ପାରୋଲରେ ଯାଇଥିଲେ । ୨୦୧୩ ମେ’ଠାରୁ ସଞ୍ଚୟ ୫ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ପୂର୍ବରୁ ସେ ୧୮ମାସ ଜେଲରେ କାଟି ସାରିଥିବାରୁ ବାକି ୪୨ ମାସ ଜେଲଦଣ୍ଡ ଭୋଗୁଛନ୍ତି । ଏହି ସମୟରେ […]

sanjay

sanjay

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 09:16 AM IST

Sports

Latest News

ମୁମ୍ୱାଇ: ମୁମ୍ୱାଇ ସିରିୟଲ୍ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ୩୦ ଦିନର ପାରୋଲ ମାଗିଛନ୍ତି। ସେଥିପାଇଁ ସଞ୍ଚୟ ଡିଭିଜନାଲ୍ କମିଶନରଙ୍କୁ ଦରଖାସ୍ତ ଦେଇଛନ୍ତି। ସଞ୍ଜୟ ଦତ୍ତ ଚଳିତବର୍ଷ ଜାନୁୟାରୀରେ ପାରୋଲରେ ଯାଇଥିଲେ ।

୨୦୧୩ ମେ’ଠାରୁ ସଞ୍ଚୟ ୫ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ପୂର୍ବରୁ ସେ ୧୮ମାସ ଜେଲରେ କାଟି ସାରିଥିବାରୁ ବାକି ୪୨ ମାସ ଜେଲଦଣ୍ଡ ଭୋଗୁଛନ୍ତି । ଏହି ସମୟରେ ସେ ଏକାଧିକ ଥର ପାରୋଲରେ ଆସିଛନ୍ତି ।

୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିୟଲ୍ ବୋମା ବିସ୍ଫୋରଣ ମାମଲାରେ ଅବୈଧ ଭାବେ ଅସ୍ତ୍ରଶସ୍ତ୍ର ରହିବା ଯୋଗୁଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ବିସ୍ଫୋରଣରେ ୨୫୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ସଞ୍ଚୟ ଦତ୍ତ ବାରମ୍ୱାର ପାରୋଲରେ ଯିବା ଘଟଣାକୁ ନେଇ ସାମାଜିକ ସଙ୍ଗଠନ ପ୍ରଶ୍ନ ଉଠାଇଛନ୍ତି । ସାମାଜିକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସରକାର ସଞ୍ଜୟ ଦତ୍ତଙ୍କୁ ଜେଲରୁ ବାହାର କରିବା ଉଦ୍ଦେଶ୍ୟରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story