ମୁମ୍ୱାଇ: ମୁମ୍ୱାଇ ସିରିୟଲ୍ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ୩୦ ଦିନର ପାରୋଲ ମାଗିଛନ୍ତି। ସେଥିପାଇଁ ସଞ୍ଚୟ ଡିଭିଜନାଲ୍ କମିଶନରଙ୍କୁ ଦରଖାସ୍ତ ଦେଇଛନ୍ତି। ସଞ୍ଜୟ ଦତ୍ତ ଚଳିତବର୍ଷ ଜାନୁୟାରୀରେ ପାରୋଲରେ ଯାଇଥିଲେ ।
୨୦୧୩ ମେ’ଠାରୁ ସଞ୍ଚୟ ୫ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ପୂର୍ବରୁ ସେ ୧୮ମାସ ଜେଲରେ କାଟି ସାରିଥିବାରୁ ବାକି ୪୨ ମାସ ଜେଲଦଣ୍ଡ ଭୋଗୁଛନ୍ତି । ଏହି ସମୟରେ ସେ ଏକାଧିକ ଥର ପାରୋଲରେ ଆସିଛନ୍ତି ।
୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିୟଲ୍ ବୋମା ବିସ୍ଫୋରଣ ମାମଲାରେ ଅବୈଧ ଭାବେ ଅସ୍ତ୍ରଶସ୍ତ୍ର ରହିବା ଯୋଗୁଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ବିସ୍ଫୋରଣରେ ୨୫୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ସଞ୍ଚୟ ଦତ୍ତ ବାରମ୍ୱାର ପାରୋଲରେ ଯିବା ଘଟଣାକୁ ନେଇ ସାମାଜିକ ସଙ୍ଗଠନ ପ୍ରଶ୍ନ ଉଠାଇଛନ୍ତି । ସାମାଜିକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସରକାର ସଞ୍ଜୟ ଦତ୍ତଙ୍କୁ ଜେଲରୁ ବାହାର କରିବା ଉଦ୍ଦେଶ୍ୟରେ ଅଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ, VIP ଟ୍ରିଟ୍ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ
ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ସାଇଡ୍ କରି ରାହୁଲ ଗାନ୍ଧିଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇଥିଲା ଏବଂ ତାଙ୍କୁ ପୃଥକ ଭାବରେ ଦର୍ଶନ ଦିଆଯାଇଥିବା ନେଇ ଜଣେ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି।
National
୧୨୦ କିମି ବେଗରେ ଆସିଲା ଇନୋଭା; ଟ୍ରକ୍ରେ ପିଟିହେଲା, ଚାଲିଗଲା ୬ ଜୀବନ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି।
National
VRS ନଚେତ ବଦଳି, ତିରୁପତି ମନ୍ଦିରରେ ଅଣ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ
ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ (VRS) କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ।
National
ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା, ହେଲା ପଥର ମାଡ଼
ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା । ମୁହାଁମୁହିଁ ହେଲେ ଦୁଇ ସମୁଦାୟ। ହେଲା ଆଖିବୁଜା ପଥର ମାଡ଼ ଓ ୪ ଜଣ ଗୁରୁତର ହେଲେ ।
National
ଗ୍ୟାସ ଚାମ୍ବର ପାଲଟିଲା ଦିଲ୍ଲୀ, ସ୍ଥିତି ସାଂଘାତିକ
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 500ରେ ପହଞ୍ଚିଛି।