ସିଦ୍ଧୁଙ୍କ ଇସ୍ତଫା ଗ୍ରହଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମୃତସର: ଗତ ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଏହା ସହିତ ସେ ଇସ୍ତଫାପତ୍ରଟିକୁ ରାଜ୍ୟପାଳ ବିଜୟେନ୍ଦର ପଲ ସିଂହଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ କେବଳ ଗୋଟିଏ ଧାଡ଼ି ଲେଖିଛନ୍ତି। କେଳବ ଇସ୍ତଫା ଦେଉଛନ୍ତି ବୋଲି ସିଦ୍ଧୁ ଲେଖିଥିବା […]

amarinder-sidhu

amarinder-sidhu

Subhransu Sekhar
  • Published: Saturday, 20 July 2019
  • Updated: 20 July 2019, 03:26 PM IST

Sports

Latest News

ଅମୃତସର: ଗତ ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଏହା ସହିତ ସେ ଇସ୍ତଫାପତ୍ରଟିକୁ ରାଜ୍ୟପାଳ ବିଜୟେନ୍ଦର ପଲ ସିଂହଙ୍କ ନିକଟକୁ ପଠାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ କେବଳ ଗୋଟିଏ ଧାଡ଼ି ଲେଖିଛନ୍ତି। କେଳବ ଇସ୍ତଫା ଦେଉଛନ୍ତି ବୋଲି ସିଦ୍ଧୁ ଲେଖିଥିବା ବେଳେ ଏହାର କାରଣ ସଂପର୍କରେ କିଛି ବି ଉଲ୍ଲେଖ କରି ନାହାନ୍ତି।

ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବୋଜତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପଞ୍ଜାବରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ସିଦ୍ଧୁ ଦାୟୀ ବୋଲି ଅମରିନ୍ଦର କହିଥିଲେ। ସେ କହିଥିଲେ, ସିଦ୍ଧୁ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ହେଁ ସହରବାସୀଙ୍କ ପାଇଁ କିଛି କରି ନଥିବାରୁ ଲୋକମାନେ କଂଗ୍ରେସକୁ ଭୋଟ ଦେଇ ନଥିଲେ। ଏହାପରେ ସିଦ୍ଧୁଙ୍କ ବିଭାଗ ପରିବର୍ତ୍ତନ କରି ଦେଇଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ତାଙ୍କଠାରୁ ନଗର ଉନ୍ନୟନ ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ି ନେଇ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଥିଲା।  କିନ୍ତୁ ସିଦ୍ଧୁ ନୂଆ ବିଭାଗର ଦାୟିତ୍ୱ ଗ୍ରହଣ କରି ନଥିଲେ। ପରେ ଗତ ମଙ୍ଗଳବାର ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story