ରାଜ ଠାକ୍‌ରେଙ୍କ ଟାର୍ଗେଟରେ ମୋଦି: କହିଲେ- ଏପରି ମିଛୁଆ ପ୍ରଧାନମନ୍ତ୍ରୀ ଜୀବନରେ ଦେଖିନାହିଁ

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ଷ୍ଟେସନ୍‌ରେ ଫୁଟବ୍ରିଜ୍‌ ଭୁଶୁଡିବା ପ୍ରତିବାଦରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ପକ୍ଷରୁ ଆଜି ମହାରାଲି ବାହାର କରାଯାଇଥିଲା। ଏହି ଅବସରରେ ଏମ୍‌ଏନ୍‌ଏସ୍‌ ସୁପ୍ରିମୋ ରାଜ ଠାକ୍‌ରେ ମୋଦି ଓ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ଏପରିକି ସେ ମୋଦିଙ୍କୁ ମିଛୁଆ ପ୍ରଧାନମନ୍ତ୍ରୀ କହିବାକୁ ପଛାଇ ନାହାଁନ୍ତି। ସେ କହିଛନ୍ତି- “ମୋଦି ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛି। ଭଲ ଦିନ ଆସିବା ଆଶାରେ ଲୋକେ ବିଜେପିକୁ ଭୋଟ୍‌ ଦେଇଥିଲେ। ହେଲେ ଏହା […]

raaj

raaj

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 11:48 AM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ଷ୍ଟେସନ୍‌ରେ ଫୁଟବ୍ରିଜ୍‌ ଭୁଶୁଡିବା ପ୍ରତିବାଦରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ପକ୍ଷରୁ ଆଜି ମହାରାଲି ବାହାର କରାଯାଇଥିଲା। ଏହି ଅବସରରେ ଏମ୍‌ଏନ୍‌ଏସ୍‌ ସୁପ୍ରିମୋ ରାଜ ଠାକ୍‌ରେ ମୋଦି ଓ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ଏପରିକି ସେ ମୋଦିଙ୍କୁ ମିଛୁଆ ପ୍ରଧାନମନ୍ତ୍ରୀ କହିବାକୁ ପଛାଇ ନାହାଁନ୍ତି।

ସେ କହିଛନ୍ତି- “ମୋଦି ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛି। ଭଲ ଦିନ ଆସିବା ଆଶାରେ ଲୋକେ ବିଜେପିକୁ ଭୋଟ୍‌ ଦେଇଥିଲେ। ହେଲେ ଏହା କେବଳ କଥାରେ ରହିଗଲା। କଂଗ୍ରେସ୍‌ ସରକାର ବେଳେ ଦେଶର ଅବସ୍ଥା ଯାହା ଥିଲା, ଏବେ ବି ସେମିତି ଅଛି। କିଛି ବି ପରିବର୍ତ୍ତନ ହୋଇନାହିଁ।”

ସେ ଆହୁରି କହିଛନ୍ତି, “ଯେତେବେଳେ ମୋଦି ବୁଲେଟ୍‌ ଟ୍ରେନ୍‌ କଥା କହିଥିଲେ, ସେତେବେଳେ ତାଙ୍କ ପ୍ରକୃତ ଉଦ୍ଦେଶ୍ୟ ମୁଁ ଜାଣିପାରିଥିଲି। ମୁମ୍ବାଇର ଲୋକେ କ’ଣ ବୁଲେଟ୍‌ ଟ୍ରେନ୍‌ରେ ଅହମ୍ମଦାବାଦ୍‌ ଢୋକଲା ଖାଇବାକୁ ଯିବେ। ଅହମ୍ମଦାବାଦ ଅପେକ୍ଷା ମୁମ୍ବାଇରେ ଭଲ ଢୋକଲା ମିଳୁଛି। ମୁଁ ଆଜି ପର୍ଯ୍ୟନ୍ତ ଏତେ ମିଛ କହୁଥିବା ପ୍ରଧାନମନ୍ତ୍ରୀ ଦେଖିନାହିଁ। ଯିଏ ଆଗରୁ ଗୋଟେ କଥା କହୁଥିଲେ ଓ ଏବେ ଆଉ ଗୋଟେ କଥା କହୁଛନ୍ତି।”

ଆହୁରି ପଢ଼ନ୍ତୁ: କାର୍ଟୁନ୍‌ ମାଧ୍ୟମରେ ପୁଣି ମୋଦିଙ୍କୁ ଟାର୍ଗେଟ୍ କଲେ ରାଜ୍‌ ଠାକ୍‌ରେ; ମିଛୁଆ ବୋଲି କହିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story