ଆରଜେଡି-ଜେଡିୟୁ ମିଶ୍ରଣ ପାଇଁ ଲାଲୁଙ୍କୁ ଭେଟିଥିଲେ ପ୍ରଶାନ୍ତ କିଶୋର!

ପାଟନା: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଜେଡିୟୁ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ରାଜନୀତି ମହଲରେ ପ୍ରମୁଖ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ବିଶିଷ୍ଟ ଥିଙ୍କ ଟ୍ୟାଙ୍କ ତଥା ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋର ଲାଲୁଙ୍କୁ ଭେଟିବା ସହିତ ଉଭୟ ଦଳର ମିଶ୍ରଣ ପାଇଁ ପ୍ରସ୍ତାବ ରଖିଥିଲେ। ରାବ୍ରୀ କହିଛନ୍ତି ପ୍ରଶାନ୍ତ କିଶୋର ଲାଲୁଙ୍କୁ ଭେଟିବା ସହିତ କହିଥିଲେ, ଉଭୟ ଦଳ ମିଶିଗଲା ପରେ ସେମାନେ […]

prashant

prashant

Tapas Behera
  • Published: Friday, 12 April 2019
  • Updated: 12 April 2019, 09:32 PM IST

Sports

Latest News

ପାଟନା: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଜେଡିୟୁ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ରାଜନୀତି ମହଲରେ ପ୍ରମୁଖ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ବିଶିଷ୍ଟ ଥିଙ୍କ ଟ୍ୟାଙ୍କ ତଥା ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋର ଲାଲୁଙ୍କୁ ଭେଟିବା ସହିତ ଉଭୟ ଦଳର ମିଶ୍ରଣ ପାଇଁ ପ୍ରସ୍ତାବ ରଖିଥିଲେ।

ରାବ୍ରୀ କହିଛନ୍ତି ପ୍ରଶାନ୍ତ କିଶୋର ଲାଲୁଙ୍କୁ ଭେଟିବା ସହିତ କହିଥିଲେ, ଉଭୟ ଦଳ ମିଶିଗଲା ପରେ ସେମାନେ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରିପାରିବେ। ରାବ୍ରୀ ଆହୁରି ମଧ୍ୟ କହିଛନ୍ତି, ଯଦି କିଶୋର ଏହି ବୈଠକ ଏବଂ ପ୍ରସ୍ତାବକୁ ଅସ୍ୱୀକାର କରନ୍ତି, ତେବେ ସ୍ପଷ୍ଟ ହୋଇଯିବ ସେ ଏକ ବୃହତ୍ ମିଛ କହୁଛନ୍ତି।

ରାବ୍ରୀ କହିଛନ୍ତି, ମୁଁ ଏହି ବିଷୟରେ ଜାଣିବା ପରେ ରାଗିଯାଇଥିଲି। ବିହାର ମୁଖ୍ୟମନ୍ତ୍ରୀ ଆମକୁ ଧୋକା ଦେବାପରେ ମୋତେ ଆଉ ସେମାନଙ୍କ ଉପରେ ବିଶ୍ୱାସ ନାହିଁ। ରାବ୍ରୀ ବର୍ତ୍ତମାନ ଆରଜେଡିର ଉପସଭାପତି ଏବଂ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି।

ରାବ୍ରୀ କହିଛନ୍ତି, ଆମର ସମସ୍ତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ ମଧ୍ୟ ଏହି ବୈଠକର ସାକ୍ଷୀ ଅଛନ୍ତି। ସେ ଗତ କିଛି ଦିନ ମଧ୍ୟରେ ଆମକୁ ୫ ଥର ଭେଟିସାରିଲେଣି। ମୁଖ୍ୟତଃ ସର୍କୁଲାର ରୋଡ୍‌ ରେସିଡେନ୍ସରେ ଏବଂ କିଛି ଥର ତେଜସ୍ୱୀ ଯାଦବ ରହୁଥିବା ଦେଶରତ୍ନ ମାର୍ଗସ୍ଥିତ ଠିକଣାକୁ ପ୍ରଶାନ୍ତ କିଶୋର ଆସିଥିବା ସେ କହିଛନ୍ତି। ସେ ନୀତୀଶଙ୍କୁ ସମାଲୋଚନା କରି କହିଛନ୍ତି, ଆମେ ପରିବାର ଲୋକ ହୋଇ ମଧ୍ୟ ଲାଲୁଙ୍କୁ ଭେଟିପାରୁନୁ, କିନ୍ତୁ ପ୍ରଶାନ୍ତ କିଶୋର ଜେଲରେ ଯାଇ ତାଙ୍କୁ ଭେଟୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story