ରାଧେ ମା’ଙ୍କ ନାମରେ ପଞ୍ଜାବର ମଲେତ ଥାନାରେ ମାମଲା

ନୂଆଦିଲ୍ଲୀ: ଆତ୍ମଘୋଷିତ ରାଧେ ମା’ଙ୍କ ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ସୋମବାର ପଞ୍ଜାବ ମୁକ୍ତସର ସାହିବ ମଲେତ ଥାନାରେ ରାଧେ ମା’ଙ୍କ ବିରୋଧରେ ଜଣେ ଯୁବକ ଏକ ମାମଲା ଦାୟର କରିଛନ୍ତି। ତାଙ୍କ ଉପରେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ଲାଗାଯାଇଛି।  ଏହା ପୂର୍ବରୁ ରାଧେ ମା’ଙ୍କ ବିରୋଧରେ ମୁମ୍ୱାଇ, ନେପାଳ ଓ ଗୁଜୁରାଟ ଥାନାରେ ମାମଲା ଦାୟର କରାଯାଇଛି । ମୁମ୍ୱାଇର ଜଣେ ମହିଳା କହିଛନ୍ତି, ରାଧେ ମା’ ତାଙ୍କୁ ଶଶ୍ୱର ଘରୁ ଲୋକଙ୍କ […]

radha

radha

Rakesh Mallick
  • Published: Monday, 10 August 2015
  • Updated: 10 August 2015, 03:20 PM IST

Sports

Latest News

ନୂଆଦିଲ୍ଲୀ: ଆତ୍ମଘୋଷିତ ରାଧେ ମା’ଙ୍କ ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ସୋମବାର ପଞ୍ଜାବ ମୁକ୍ତସର ସାହିବ ମଲେତ ଥାନାରେ ରାଧେ ମା’ଙ୍କ ବିରୋଧରେ ଜଣେ ଯୁବକ ଏକ ମାମଲା ଦାୟର କରିଛନ୍ତି। ତାଙ୍କ ଉପରେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ଲାଗାଯାଇଛି।  ଏହା ପୂର୍ବରୁ ରାଧେ ମା’ଙ୍କ ବିରୋଧରେ ମୁମ୍ୱାଇ, ନେପାଳ ଓ ଗୁଜୁରାଟ ଥାନାରେ ମାମଲା ଦାୟର କରାଯାଇଛି ।

ମୁମ୍ୱାଇର ଜଣେ ମହିଳା କହିଛନ୍ତି, ରାଧେ ମା’ ତାଙ୍କୁ ଶଶ୍ୱର ଘରୁ ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ତାଙ୍କୁ ପାଇଁ ଉସକାଇଥିଲେ । ଏ ନେଇ ମୁମ୍ୱାଇ ପୋଲିସ ରାଧେ ମା’ଙ୍କ ସମନ ଜାରି କରିବା ସହ ଥାନାରେ ହାଜର ହେବାକୁ କହିଥିଲା । ନିଜ ଭକ୍ତଙ୍କ ଦୁଃଖ ଦୂର କରୁଥିବା କହି ବୁଲୁଥିବା ରାଧେ ମା’ ଏବେ ନିଜେ ସମସ୍ୟା ଭିତରେ ଠେଲି ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos