ନିଜ ଷ୍ଟାଇଲିସ୍ ଅନ୍ଦାଜ ବଦଳାଇବାକୁ ଅମଙ୍ଗ ରାଧେ ମା’

ନୂଆଦିଲ୍ଲୀ: ନିଜ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ସବୁବେଳେ ବିତର୍କରେ ରହୁଥ‍ବା  ରାଧେ ମା’ ଏବେ ପୁଣି ଚର୍ଚ୍ଚରେ। ଜଣେ ସାଧ୍ୱୀ ହୋଇ ଷ୍ଟାଇଲିସ୍ ବେଶଭୂଷା ତାଙ୍କ ପାଇଁ କେତ ପ୍ରଯୁର୍ଯ୍ୟ ବୋଲି ବାରମ୍ବାର ଗଣମାଧ୍ୟମରେ ପ୍ରଶ୍ନ ଉଠୁଥିଲେ ବି ସେ ଏହାକୁ ସେମିତି ଗୁରୁତ୍ୱ ଦେବାଭଳି ମନେ ହେଉନାହିଁ। ଶେଷରେ ଏକ ଗଣମାଧ୍ୟମରେ ନିଜ ଉପରେ ଉଠିଥ‍ବା ଟିପ୍ପଣୀ ସମ୍ପର୍କର ସେ ମୁହଁ ଖୋଲିଛନ୍ତି। ଦୁନିଆ ଯାକର ଲୋକଙ୍କ ଅଯଥା କଥା ପାଇଁ ସେ ନିଜ ଷ୍ଟାଇଲିସ୍ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 01:58 PM IST

Sports

Latest News

ନୂଆଦିଲ୍ଲୀ: ନିଜ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ସବୁବେଳେ ବିତର୍କରେ ରହୁଥ‍ବା  ରାଧେ ମା’ ଏବେ ପୁଣି ଚର୍ଚ୍ଚରେ। ଜଣେ ସାଧ୍ୱୀ ହୋଇ ଷ୍ଟାଇଲିସ୍ ବେଶଭୂଷା ତାଙ୍କ ପାଇଁ କେତ ପ୍ରଯୁର୍ଯ୍ୟ ବୋଲି ବାରମ୍ବାର ଗଣମାଧ୍ୟମରେ ପ୍ରଶ୍ନ ଉଠୁଥିଲେ ବି ସେ ଏହାକୁ ସେମିତି ଗୁରୁତ୍ୱ ଦେବାଭଳି ମନେ ହେଉନାହିଁ। ଶେଷରେ ଏକ ଗଣମାଧ୍ୟମରେ ନିଜ ଉପରେ ଉଠିଥ‍ବା ଟିପ୍ପଣୀ ସମ୍ପର୍କର ସେ ମୁହଁ ଖୋଲିଛନ୍ତି। ଦୁନିଆ ଯାକର ଲୋକଙ୍କ ଅଯଥା କଥା ପାଇଁ ସେ ନିଜ ଷ୍ଟାଇଲିସ୍ ଅନ୍ଦାଜ୍ ବଦଳାଇ ପରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି।

ନିଜକୁ ଦେବୀ ବୋଲି ପ୍ରଚାର କରିଥିବା ରାଧେ ମା "ଆଜ୍‌ତକ୍"ରେ ପ୍ରଥମଥର ଲାଗି ଗଣମାଧ୍ୟମ ଆଗରେ ନିଜ ସମ୍ପର୍କରେ ମତ ରଖିଛନ୍ତି। ଆଖଡ଼ା ପରିଷଦର ନକଲି ବାବାଙ୍କ ତାଲିକାରେ ତାଙ୍କ ନଁ। ଥିବାରୁ ସେ ବ୍ୟବସାୟ କରୁଥିବା ଓ ବିଭିନ୍ନ ଅନୈତିକ କାର୍ଯ୍ୟର ଲିପ୍ତ ଥ‍ବା ନେଇ ଏହି ବିତର୍କର ପ୍ରଶ୍ନ ଉଠିଥିଲା। ଯାହାର ଉତ୍ତରରେ ସେ ନିଜକୁ ସ୍ପଷ୍ଟବାଦୀ ଓ ଅନ୍ୟ ପାଇଁ ମଙ୍ଗଳକାମନା କରୁଥିବା ଜଣେ ମହିଳା ବୋଲି କହିଛନ୍ତି। ଦୁନିଆ ଲାଗି ନିଜ ଜୀବନଶୌଳୀକୁ ମଧ୍ୟ ଛାଡିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଆତ୍ମେଘୋଷିତ ଧର୍ମଗୁରୁ କହିଛନ୍ତି, ତାଙ୍କ ଉପରେ ଲାଗିଥିବା ସବୁ ମାମଲା ମିଥ୍ୟା ଓ ଭିତ୍ତିହୀନ। ଯାହା ତାଙ୍କୁ ନିନ୍ଦିତ କରିବାକୁ ଏକ ବୃଥା ଚକ୍ରାନ୍ତ।

୧୭ ବର୍ଷ ବୟସରେ ତାଙ୍କ ବିବାହ ହୋଇଥିଲା। ବିବାହର ୪ ବର୍ଷପରେ ସ୍ୱାମୀ ଦୁଇ ପିଲାଙ୍କୁ ତାଙ୍କ ପାଖେର ଛାଡି ବିଦେଶ ଚାଲିଗଲେ। ଏହି ସମୟରେ ସେ କୌଣସି ବିକଳ୍ପ ରାସ୍ତା ନ ପାଇ ଭଗବାନଙ୍କ ଶରଣପନ୍ନ ହେବାକୁ ଉଚିତ ଭାବିଥିଲେ। ନିଜ ଭାବାନ୍ତରେ ସେ ନିଜକୁ ମା’ ଦୁର୍ଗଙ୍କ ସହ ସମାନ ବୋଲି ଭାବି ବସନ୍ତି। ଆଉ ସେବେଠାରୁ ସେ ନିଜକୁ ସ୍ୱତନ୍ତ୍ର ଭାବିଥାନ୍ତି ବୋଲି କହିଛନ୍ତି। ରାଜକୀୟ ଶୈଳୀରେ ଜୀବନଯାପନ କରୁଥିବା ପ୍ରଶ୍ନରେ ସେ ତାଙ୍କ ପାଖରେ ଥିବା ଏକ ଲାଲ ରଙ୍ଗର ଆସନ ସମ୍ପର୍କରେ କହିଛନ୍ତି। ଏହା ଉପରେ ବସିଲେ ଏକ ଦିବ୍ୟତ୍ୱର ଅନୁଭବ ଆସିଥାଏ। ତାଙ୍କ ପାଖକୁ ଆସୁଥିବା ସବୁ ଶ୍ରଦ୍ଧାଳୁଙ୍କୁ ପାଇଁ ତାଙ୍କ ହୃଦୟରେ ସମାନ ଭାବ ଅଛି ବୋଲି ସେ କହିଛନ୍ତି।  ଏଣେ ଆଖଡା ପରିଷଦର ନକଲି ଲିଷ୍ଟ ଉପରବାଲା ଦେଖୁଛି ବୋଲି କ୍ଷୋଭର ସହ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story