'ପ୍ରଧାନମନ୍ତ୍ରୀ ଭାବୁଛନ୍ତି ଧମକ ଦେଇ ଚୁପ୍ କରିଦେବେ'

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ତିନୋଟି ଟ୍ରଷ୍ଟର ତଦନ୍ତ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ତଦନ୍ତ କମିଟି ଘୋଷଣା କରିଛି। ତଦନ୍ତ କମିଟି ଗଠନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ଟୁଇଟ୍ କରି ରାହୁଲ୍ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସମସ୍ତଙ୍କୁ ଧମକ ଦେଇ ଚୁପ ରଖିହେବ। ହେଲେ ସେ କେବେ ବୁଝନ୍ତି ନି ଯିଏ ସତ ପାଇଁ […]

rahul-gandhi

rahul-gandhi

Subhransu Sekhar
  • Published: Wednesday, 08 July 2020
  • Updated: 08 July 2020, 09:18 PM IST

Sports

Latest News

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ତିନୋଟି ଟ୍ରଷ୍ଟର ତଦନ୍ତ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ତଦନ୍ତ କମିଟି ଘୋଷଣା କରିଛି। ତଦନ୍ତ କମିଟି ଗଠନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।

ଟୁଇଟ୍ କରି ରାହୁଲ୍ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସମସ୍ତଙ୍କୁ ଧମକ ଦେଇ ଚୁପ ରଖିହେବ। ହେଲେ ସେ କେବେ ବୁଝନ୍ତି ନି ଯିଏ ସତ ପାଇଁ ଲଢ଼େ ତାକୁ ଧମକ ଦେଇ ରଖିହେବନି।

https://twitter.com/RahulGandhi/status/1280816400366309377

ସୂଚନାଯୋଗ୍ୟ, ଆର୍ଥିକ ହେରଫେର କରିବା ଅଭିଯୋଗରେ କେନ୍ଦ୍ର ସରକାର ଗାନ୍ଧି ପରିବାର ନାଁରେ ଥିବା ୩ଟି ଟ୍ରଷ୍ଟର ତଦନ୍ତ କରିବାକୁ ଘୋଷଣା କରିଛନ୍ତି। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚ୍ୟାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଆୟକର ଫାଙ୍କିବା ସହ ବିଦେଶରୁ ପାଣ୍ଠି ସଂଗ୍ରହ ପାଇଁ ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହି ୩ଟି ଯାକ ଟ୍ରଷ୍ଟ ଗାନ୍ଧି ପରିବାରର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି।

ତଦନ୍ତ ବେଳେ ପ୍ରିଭେନସନ ଅଫ ମନିଲଣ୍ଡରିଂ ଆକ୍ଟ, ଆୟକର ଆଇନ ଓ ବିଦେଶି ପାଣ୍ଠି ଯୋଗାଣ ଆଇନ ଉଲ୍ଲଙ୍ଘନ ନେଇ ହୋଇଥିବା ଅଭିଯୋଗକୁ ଫୋକସ କରାଯିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଦନ୍ତ କମିଟିର ମୁଖ୍ୟ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗାନ୍ଧୀ ପରିବାର ନାଁରେ ଥିବା ୩ ଟ୍ରଷ୍ଟର ତଦନ୍ତ କରିବେ ସରକାର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story