ଗୌରୀ ଲଙ୍କେଶ ମାନହାନି ମାମଲା: କୋର୍ଟରେ ହାଜର ହୋଇ ସଫେଇ ଦେଲେ ରାହୁଲ

ମୁମ୍ବାଇ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହି ବିବାଦ ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଛନ୍ତି। ରାହୁଲଙ୍କ ଏଭଳି ବୟାନ ପାଇଁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ଆଜି ରାହୁଲ କୋର୍ଟରେ ହାଜର ହୋଇ ସେ ଜାଣିଶୁଣି କାହାକୁ ଅପମାନ କରିବା ଭଳି ବୟାନ ଦେଇ ନଥିବା କହିଛନ୍ତି। ଏହାପରେ ୧୫ ହଜାର ଟଙ୍କାର ବଣ୍ଡ ଦାଖଲ […]

w

w

Hemant Lenka
  • Published: Thursday, 04 July 2019
  • Updated: 04 July 2019, 11:57 AM IST

Sports

Latest News

ମୁମ୍ବାଇ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହି ବିବାଦ ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଛନ୍ତି। ରାହୁଲଙ୍କ ଏଭଳି ବୟାନ ପାଇଁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା।

ଆଜି ରାହୁଲ କୋର୍ଟରେ ହାଜର ହୋଇ ସେ ଜାଣିଶୁଣି କାହାକୁ ଅପମାନ କରିବା ଭଳି ବୟାନ ଦେଇ ନଥିବା କହିଛନ୍ତି। ଏହାପରେ ୧୫ ହଜାର ଟଙ୍କାର ବଣ୍ଡ ଦାଖଲ କରି ରାହୁଲ କୋର୍ଟରୁ ଛାଡ଼ ପାଇଛନ୍ତି। ପୂର୍ବତନ ସାଂସଦ ଏକନାଥ ଗାଏକ୍ୱାଡ୍‌ ହିଁ ରାହୁଲଙ୍କ ପାଇଁ ଏହି ବଣ୍ଡ ଦାଖଲ କରିଥିଲେ।

ରାହୁଲଙ୍କ ବ୍ୟତୀତ ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ଏହି ମାନହାନି ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ନାଁରେ ୨୦୧୭ରେ ମାନହାନି ମାମଲା ରୁଜୁ କରାଯାଇଥିଲା।

ମାଜଗାଓଁ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ କୋର୍ଟ ଫେବୃଆରୀ ମାସରେ ରାହୁଲ ଓ ୟେଚୁରୀଙ୍କୁ ହାଜର ହେବା ପାଇଁ ସମନ କରିଥିଲେ। ଓକିଲ ଦୃତିମନ ଯୋଶୀ ୨୦୧୭ରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ସୀତାରାମ ୟେଚୁରୀଙ୍କ ବିରୋଧରେ ମାନହାନି ମାମଲା କରିଥିଲେ।

ଦକ୍ଷିଣ ପନ୍ଥୀ ଗ୍ରୁପ୍‌ ଦ୍ୱାରା ୨୦୧୭ ସେପ୍ଟେମ୍ବର ମାସରେ ଗୌରୀ ଲଙ୍କେଶଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରି ନଥିବା ବେଳେ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀ ଏଥିପାଇଁ ବିଜେପି ଓ ଆରଏସ୍‌ଏସ୍‌କୁ ଦାୟୀ କରିଥିଲେ।

ରାହୁଲ ଆଜି ମୁମ୍ବାଇରେ ପହଞ୍ଚିବା ପରେ କଂଗ୍ରେସ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ରାହୁଲ କୋର୍ଟ ଭିତରେ ଥିବା ବେଳେ ବାହାରେ କଂଗ୍ରେସ କର୍ମୀମାନେ ଦଳର ପତାକା ଧରି ତାଙ୍କ ସମର୍ଥନରେ ନାରାବାଜି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story