ଶିବ ଭକ୍ତ ରାହୁଲ: ନିଜ ଧର୍ମକୁ ନେଇ କ’ଣ କହିଲେ ପଢ଼ନ୍ତୁ

ଅମରେଲୀ (ଗୁଜରାଟ): ନିଜ ଧର୍ମକୁ ନେଇ ବିବାଦ ହେବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଉପାଧକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି,“ ମୁଁ ଆଉ ମୋ ପରିବାରର ସମସ୍ତ ସଦସ୍ୟ ‘ଶିବ ଭକ୍ତ’। ରାଜନୈକ ଫାଇଦା ପାଇଁ ଆମେ ଧର୍ମକୁ ବ୍ୟବହାର କରି ନଥାଉ। ନିଜ ଧର୍ମ ସମ୍ପର୍କରେ କାହାକୁ ସାର୍ଟିଫିକେଟ୍‌ ଦେବାର ଆବଶ୍ୟକତା ନାହିଁ। ଧର୍ମକୁ ନେଇ ମଧ୍ୟ ଆମେ ଦଲାଲି କରୁ ନାହୁଁ। ” ଏଠାରେ ଏକ ବୈଠକକୁ ସମ୍ୱୋଧିତ କରିବା ସମୟରେ ରାହୁଲ […]

rahulgandhi

rahulgandhi

Rakesh Mallick
  • Published: Friday, 01 December 2017
  • Updated: 01 December 2017, 11:23 AM IST

Sports

Latest News

ଅମରେଲୀ (ଗୁଜରାଟ): ନିଜ ଧର୍ମକୁ ନେଇ ବିବାଦ ହେବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଉପାଧକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି,“ ମୁଁ ଆଉ ମୋ ପରିବାରର ସମସ୍ତ ସଦସ୍ୟ ‘ଶିବ ଭକ୍ତ’। ରାଜନୈକ ଫାଇଦା ପାଇଁ ଆମେ ଧର୍ମକୁ ବ୍ୟବହାର କରି ନଥାଉ। ନିଜ ଧର୍ମ ସମ୍ପର୍କରେ କାହାକୁ ସାର୍ଟିଫିକେଟ୍‌ ଦେବାର ଆବଶ୍ୟକତା ନାହିଁ। ଧର୍ମକୁ ନେଇ ମଧ୍ୟ ଆମେ ଦଲାଲି କରୁ ନାହୁଁ। ” ଏଠାରେ ଏକ ବୈଠକକୁ ସମ୍ୱୋଧିତ କରିବା ସମୟରେ ରାହୁଲ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି,”ମୋ ଆଈ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ  ମୋ ପରିବାର ଶିବ ଭକ୍ତ। ସାଧାରଣତଃ ଆମେ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରି ନଥାଉ। କାରଣ, ମୁଁ ଭାବେ ଏହା ବ୍ୟକ୍ତିଗତ ମାମଲା।”

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ବୁଧବାର ଗୁଜରାଟର ସୋମନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ନାଁ ଅଣ ହିନ୍ଦୁଙ୍କ ପାଇଁ ଉଦ୍ଦିଷ୍ଟ ରେଜିଷ୍ଟରରେ ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ ବିଜେପି ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଇଥିଲା। ଏହା ପରେ କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଥିଲା। ଦଳ ପକ୍ଷରୁ  କୁହାଯାଇଥିଲା ରାହୁଲ ନିଜେ ତାଙ୍କ ନାଁ ରେଜିଷ୍ଟରେ ଲେଖି ନଥିଲେ। ଆହୁରି ମଧ୍ୟ କୁହାଯାଇଥିଲା ଯେ ରାହୁଲ କେବଳ ହିନ୍ଦୁ ନୁହଁନ୍ତି, ସେ ପଇତାଧାରୀ ମଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story