ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ଦେବାକୁ କଂଗ୍ରେସର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିଶ୍ରୁତି ପର୍ବ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ୨୦% ଅତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ। ନ୍ୟୂନତମ ଆୟ ଯୋଜନା(ଏନ୍‌ୱାଇଏୱାଇ) ଅଧୀନରେ ଏହି ଅର୍ଥ […]

se

se

Hemant Lenka
  • Published: Monday, 25 March 2019
  • Updated: 25 March 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିଶ୍ରୁତି ପର୍ବ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ୨୦% ଅତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ। ନ୍ୟୂନତମ ଆୟ ଯୋଜନା(ଏନ୍‌ୱାଇଏୱାଇ) ଅଧୀନରେ ଏହି ଅର୍ଥ ଦିଆଯିବ ବୋଲି ରାହୁଲ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ରାହୁଲ କହିଛନ୍ତି, “ଆମ ଦଳ ଦେଶର ଗରିବ ଲୋକଙ୍କ ସର୍ବନିମ୍ନ ଆୟକୁ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ସବୁଠୁ ଗରିବ ପରିବାର ଯେମିତି ମାସକୁ ୬ ହଜାର ଟଙ୍କା ପାଇପାରିବେ, ତା’ର ସବୁ ବ୍ୟବସ୍ଥା ଦଳ କରିବ।

ଏଭଳି ଆର୍ଥିକ ସହାୟତା ପାଇଁ କଂଗ୍ରେସ ଯେଉଁ ଯୋଜନା ପ୍ରଣୟନ କରିବ, ତା’ହା ଦେଶର ୫ କୋଟି ପରିବାରର ୨୫ କୋଟି ଲୋକଙ୍କୁ ଫାଇଦା ଦେବ।"

ସେ କହିଛନ୍ତି, "ଲୋକମାନେ ଦୀର୍ଘ ୫ ବର୍ଷ ହେଲା ନିର୍ଯାତିତ ହୋଇ ଆସୁଛନ୍ତି। ଏବେ କଂଗ୍ରେସ ସେମାନଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବ। ଆମେ ପୂର୍ବରୁ କ୍ଷମତାରେ ଥିବା ବେଳେ ଏମ୍‌ଜିନରେଗା ଯୋଜନା କାର୍ଯ୍ୟକାରୀ କରିଥିଲୁ। ତେଣୁ ଏହି ଯୋଜନାକୁ ମଧ୍ୟ ଆମେ କାର୍ଯ୍ୟକାରୀ କରିବୁ।  ନ୍ୟୂନତମ ଆୟ ଯୋଜନା(ଏନ୍‌ୱାଇଏୱାଇ) ଅଧୀନରେ ଗରିବ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଅର୍ଥ ପ୍ରଦାନ କରାଯିବ। ଆମେ ଦୀର୍ଘ ୪ରୁ ୫ ମାସ ହେଲା, ଏହି ଯୋଜନା ସମ୍ପର୍କରେ ମାନସମନ୍ଥନ କରିଥିଲୁ। ଏବେ ଏ ସମ୍ପର୍କରେ ଘୋଷଣା କରୁଛୁ।  ପ୍ରିୟଙ୍କା ଗାନ୍ଧି ଅହମଦାବାଦ ଠାରେ ଏଭଳି ଏକ ଯୋଜନା ପ୍ରଣୟନ କରିବାକୁ କହିଥିଲେ। ଆମେ ନ୍ୟାୟ ଦେବାକୁ ଏଭଳି ଯୋଜନା ପ୍ରଣୟନ କରିଛୁ। ଦେଶରେ ମୋଦି ୨ ପ୍ରକାରର ଭାରତୀୟ ସୃଷ୍ଟି କରିଥିଲେ। ହେଲେ ଆମେ ଗୋଟିଏ ଭାରତ ନିର୍ମାଣ କରିବୁ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story