ଇସ୍ତଫା ଧାଡ଼ି ରାହୁଲଙ୍କଠାରୁ ଆରମ୍ଭ ହୋଇଛି:ରାଜନାଥ

ବେଙ୍ଗାଲୁରୁ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ କର୍ଣ୍ଣାଟକା ରାଜନୀତି ସଙ୍କଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ୧୩ ମାସର ମେଣ୍ଟ ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ପଛରେ ବିଜେପିର ହାତ ରହିଥିବା ଏବଂ ଏଥିରେ ଘୋଡ଼ା ବେପାର ହୋଇଥିବା ଭଳି ଅଭିଯୋଗକୁ ରାଜନାଥ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କର୍ଣ୍ଣାଟକାରେ ଯାହା ହେଉଛି ସେଥିରେ ଆମ ଦଳର କୌଣସି ଭୂମିକା ନାହିଁ। ରାହୁଲ ଗାନ୍ଧି ହିଁ ପ୍ରଥମେ ଇସ୍ତଫା ଦେବା ପରେ ହିଁ ଏଭଳି ଚାଲିଛି। […]

rajnath-pti

rajnath-pti

Subrat Kumar Nayak
  • Published: Monday, 08 July 2019
  • Updated: 08 July 2019, 04:20 PM IST

Sports

Latest News

ବେଙ୍ଗାଲୁରୁ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ କର୍ଣ୍ଣାଟକା ରାଜନୀତି ସଙ୍କଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ୧୩ ମାସର ମେଣ୍ଟ ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ପଛରେ ବିଜେପିର ହାତ ରହିଥିବା ଏବଂ ଏଥିରେ ଘୋଡ଼ା ବେପାର ହୋଇଥିବା ଭଳି ଅଭିଯୋଗକୁ ରାଜନାଥ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, କର୍ଣ୍ଣାଟକାରେ ଯାହା ହେଉଛି ସେଥିରେ ଆମ ଦଳର କୌଣସି ଭୂମିକା ନାହିଁ। ରାହୁଲ ଗାନ୍ଧି ହିଁ ପ୍ରଥମେ ଇସ୍ତଫା ଦେବା ପରେ ହିଁ ଏଭଳି ଚାଲିଛି। ସେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗର ଜବାବ ଦେଇ ଏଭଳି କହିଛନ୍ତି।

କଂଗ୍ରେସ ଅଭିଯୋଗ ଆଣିଥିଲା ବିଜେପି କର୍ଣ୍ଣାଟକା ଏବଂ ମଧ୍ୟପ୍ରଦେଶରେ ସରକାର ଦଖଲ କରିବାକୁ ଏଭଳି ଉପାୟ ଅବଲମ୍ବନ କରୁଛି। ଶୂନ୍ୟକାଳରେ ଚୌଧୁରୀ କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି। ସେମାନେ ଆମର କିଛି ବିଧାୟକଙ୍କୁ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି।

ଏହାର ପ୍ରତିକ୍ରିୟାରେ ରାଜନାଥ କହିଛନ୍ତି, ରାହୁଲ ଇସ୍ତଫା ଦେବାପରେ କଂଗ୍ରେସ ନେତା ସବୁ ଇସ୍ତଫା ଦେଉଛନ୍ତି ଏବଂ ଶେଷରେ ‘ଗଣତନ୍ତ୍ର ବଞ୍ଚାଅ’ ପ୍ଲାକାର୍ଡ ଦେଖାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story