ରାହୁଲଙ୍କ ପ୍ରଶ୍ନ- “ମୋଦିଜୀ, ଜୟ ଶାହ ଅଧିକ ଖାଇଗଲେ, ଆପଣ ଚୌକିଦାର ଥିଲେ ନା ଭାଗୀଦାର?”

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କଂପାନୀ ଟେମ୍ପଲ ଏଣ୍ଟପ୍ରାଜେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଟର୍ଣ୍ଣଓଭର ୧୬,୦୦୦ ଗୁଣା ଅଧିକ ହୋଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ମୋଦିଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି। ରାହୁଲ କହିଛନ୍ତି ଯେ ଏ ପ୍ରସଙ୍ଗରେ ମୋଦି କାହିଁକି ଚୁପ୍ ରହିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି,“ମୋଦିଜୀ, ଜୟ ଶାହ-‘ଅଧିକ’ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 02:07 AM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କଂପାନୀ ଟେମ୍ପଲ ଏଣ୍ଟପ୍ରାଜେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଟର୍ଣ୍ଣଓଭର ୧୬,୦୦୦ ଗୁଣା ଅଧିକ ହୋଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ମୋଦିଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି। ରାହୁଲ କହିଛନ୍ତି ଯେ ଏ ପ୍ରସଙ୍ଗରେ ମୋଦି କାହିଁକି ଚୁପ୍ ରହିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି,“ମୋଦିଜୀ, ଜୟ ଶାହ-‘ଅଧିକ’ ଖାଇ ଗଲେ। ଆପଣ ଚୌକିଦାର ଥିଲେ ନା ଏଥିରେ ଭାଗୀଦାର? କିଛି ତ କୁହନ୍ତୁ?”

ସେହିଭଳି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ମଧ୍ୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଜୟ ଏମିତି କି ବିଜ୍‌ନେସ୍ ମଡେଲ କରିଥିଲେ ଯେ ଏତେ ସଫଳ ହୋଇଗଲା। ଅମିତ ଶାହ ଦେଶର ବେକାର ଯୁବକଯୁବତୀଙ୍କୁ ମଧ୍ୟ ଏହାର ରହସ୍ୟ ଜଣାନ୍ତୁ। ଏ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ସଫେଇ ଦେଇଥିବା ବେଳେ ଆନନ୍ଦ ଶର୍ମା ତାଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ପୀୟୁଷ ଗୋଏଲ ସରକାରଙ୍କ ମନ୍ତ୍ରୀ ନା ଅମିତ ଶାହଙ୍କ ମୁଖପାତ୍ର?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story