କହିବାକୁ ଦେଲେନି ଜୁଏଲ, ରାଗରେ ଉଠି ଆସିଲେ ରାହୁଲ

ନୂଆଦିଲ୍ଲୀ: ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ କମିଟି ବୈଠକରେ ଆଜି ଅଭାବନୀୟ ଘଟଣା ଘଟିଛି। ଆଜି କମିଟିର ବୈଠକ ଚାଲିଥିବା ବେଳେ ଏଥିରେ ଯୋଗଦେଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଧାରୁ ଉଠି ଚାଲି ଆସିଛନ୍ତି। ତାଙ୍କୁ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ (ବିଜେପି) ମତାମତ ରଖିବାକୁ ସୁଯୋଗ ନ ଦେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି। ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଆଜି ପ୍ରତିରକ୍ଷା ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ କମିଟିର ବୈଠକ […]

gy

gy

Hemant Lenka
  • Published: Wednesday, 16 December 2020
  • Updated: 16 December 2020, 08:25 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ କମିଟି ବୈଠକରେ ଆଜି ଅଭାବନୀୟ ଘଟଣା ଘଟିଛି। ଆଜି କମିଟିର ବୈଠକ ଚାଲିଥିବା ବେଳେ ଏଥିରେ ଯୋଗଦେଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଧାରୁ ଉଠି ଚାଲି ଆସିଛନ୍ତି। ତାଙ୍କୁ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ (ବିଜେପି) ମତାମତ ରଖିବାକୁ ସୁଯୋଗ ନ ଦେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି।

ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଆଜି ପ୍ରତିରକ୍ଷା ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ କମିଟିର ବୈଠକ ବସିଥିଲା। ଏଥିରେ ବିଭିନ୍ନ ଦଳର ସଦସ୍ୟଙ୍କ ସହ ସିଡିଏସ୍‌ ବିପିନ ରାୱତ ମଧ୍ୟ ଯୋଗଦେଇଥିଲେ। ସମସ୍ତେ ଦେଶର ସ୍ଥଳସେନା, ବାୟୁସେନା ଓ ନୌସେନାର ଯବାନମାନେ କେଉଁ ପୋଷାକ ପିନ୍ଧିବେ, ତା’ ଉପରେ ଆଲୋଚନା କରିଥିଲେ।

ହେଲେ ରାହୁଲ ଗାନ୍ଧି ଏଥିରେ ହସ୍ତକ୍ଷେପ କରି କହିଥିଲେ ଯେ ରାଜନୀତିକ ଦଳର ନେତାମାନେ ପୋଷାକ ସମ୍ପର୍କିତ ଆଲୋଚନା ପରବର୍ତ୍ତେ ଜାତୀୟ ସୁରକ୍ଷା ଉପରେ ଆଲୋଚନା କରିବା ଦରକାର। ବିଶେଷ କରି ଲଦାଖ ସୀମାରେ ଚାଇନା ସହ ଲଢ଼େଇ କରୁଥିବା ଯବାନଙ୍କୁ କେମିତି ଅଧିକ ସଶକ୍ତ କରାଯିବ, ତା’ ଉପରେ ବୈଠକର ସଦସ୍ୟମାନେ ଫୋକସ କରିବା ଉଚିତ। ଚାଇନା ସେନାର ସମସ୍ତ ପ୍ରକାରର ହରକତକୁ ଜବାବ ଦେବାକୁ ହେଲେ ଭାରତୀୟ ଯବାନଙ୍କୁ କେମିତି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିବ, ତା’ର ବ୍ୟବସ୍ଥା ଉପରେ ଆଲୋଚନା ହେଉ ବୋଲି ରାହୁଲ ପ୍ରସ୍ତାବ ଦେଇଥିଲେ।

କିନ୍ତୁ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଏହା ଶୁଣି ନଥିଲେ କିମ୍ବା ରାହୁଲ ଗାନ୍ଧିଙ୍କୁ କହିବାକୁ ସୁଯୋଗ ଦେଇ ନଥିଲେ। ଏଥିରେ ରାଗି ଯାଇ ରାହୁଲ ବୈଠକ ଅଧାରୁ ଉଠି ଆସିଥିଲେ। ପୋଷାକ ସମ୍ପର୍କରେ ଆଲୋଚନା କରି ସେ ସମୟ ନଷ୍ଟ କରିବାକୁ ଚାହୁଁ ନଥିବାରୁ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାହୁଲଙ୍କ ସହ କଂଗ୍ରେସ ସଦସ୍ୟ ରାଜୀବ ସତାଭ ଓ ରେଭାନ୍ଥ ରେଡ୍ଡୀ ମଧ୍ୟ ବୈଠକ ଅଧାରୁ ଚାଲି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story