ରାହୁଲ ଗାନ୍ଧୀ ଜଣେ ବ୍ରିଟିଶ ନାଗରିକ: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଜଣେ ବ୍ରିଟିଶ ନାଗରିକ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ରାହୁଲ ନିଜେ ଏହା ପ୍ରକାଶ କରିଥିବା ସେ କହିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ୱାମୀ କହିଛନ୍ତି ଯେ ରାହୁଲ ବ୍ରିଟେନର ଏକ କମ୍ପାନୀରେ କାମ କରୁଥିବା ବେଳେ ନିଜକୁ ବ୍ରିଟିଶ ନାଗରିକ ବୋଲି ଉଲ୍ଲେଖ କରିଥିଲେ। ସେ ଏ ସମ୍ପର୍କିତ ଏକ ଡକ୍ୟୁମେଣ୍ଟ ମଧ୍ୟ ଗଣମାଧ୍ୟମକୁ ଦେଖାଇଛନ୍ତି। ଏଥିସହିତ ସେ ରାହୁଲଙ୍କୁ ଭାରତୀୟ ନାଗରିକତ୍ୱ ଓ […]

raga-swamy

raga-swamy

Rakesh Mallick
  • Published: Monday, 16 November 2015
  • Updated: 16 November 2015, 04:59 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଜଣେ ବ୍ରିଟିଶ ନାଗରିକ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ରାହୁଲ ନିଜେ ଏହା ପ୍ରକାଶ କରିଥିବା ସେ କହିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ୱାମୀ କହିଛନ୍ତି ଯେ ରାହୁଲ ବ୍ରିଟେନର ଏକ କମ୍ପାନୀରେ କାମ କରୁଥିବା ବେଳେ ନିଜକୁ ବ୍ରିଟିଶ ନାଗରିକ ବୋଲି ଉଲ୍ଲେଖ କରିଥିଲେ। ସେ ଏ ସମ୍ପର୍କିତ ଏକ ଡକ୍ୟୁମେଣ୍ଟ ମଧ୍ୟ ଗଣମାଧ୍ୟମକୁ ଦେଖାଇଛନ୍ତି। ଏଥିସହିତ ସେ ରାହୁଲଙ୍କୁ ଭାରତୀୟ ନାଗରିକତ୍ୱ ଓ ସାଂସଦ ପଦରୁ ବହିଷ୍କାର ପାଇଁ ମଧ୍ୟ ଦାବି କରିଛନ୍ତି। ସେପଟେ ସ୍ୱାମୀଙ୍କ ଅଭିଯୋଗକୁ ଖଣ୍ଡନ କରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେଉଁଦିନ ରାହୁଲ ଜନ୍ମ ହେଲେ ସେବେଠାରୁ ହିଁ ସେ ଭାରତର ନାଗରିକ ହୋଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story