ମୋଦିଙ୍କୁ ଅମ୍ବାଜି, ରାହୁଲ ଗାନ୍ଧିଙ୍କୁ ଜଗନ୍ନାଥ ସାହା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟ ବିଧାନସଭାର ଦ୍ୱିତୀୟ ପଯର୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଆଜି ଶେଷ ଦିନରେ ଭୋଟରଙ୍କୁ ମନେଇବା ପାଇଁ କଂଗ୍ରେସ ଓ ବିଜେପି କଳ ବଳ କୌଶଳ ଖଟେଇ ଦେଉଛନ୍ତି। ବିଜେପି ବିକାଶକୁ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୨୨ ବର୍ଷ ପରେ ଗୁଜରାଟ ଦଖଲ ପାଇଁ ନିଜେ ରାହୁଲ ଗାନ୍ଧୀ ଗୁଜରାଟର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ବୁଲି ମାରାଥନ ପ୍ରଚାର କରୁଛନ୍ତି। ପଟିଦାର […]

rahul-kheda-ani-story_647_121017035247

rahul-kheda-ani-story_647_121017035247

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 12:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟ ବିଧାନସଭାର ଦ୍ୱିତୀୟ ପଯର୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଆଜି ଶେଷ ଦିନରେ ଭୋଟରଙ୍କୁ ମନେଇବା ପାଇଁ କଂଗ୍ରେସ ଓ ବିଜେପି କଳ ବଳ କୌଶଳ ଖଟେଇ ଦେଉଛନ୍ତି। ବିଜେପି ବିକାଶକୁ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୨୨ ବର୍ଷ ପରେ ଗୁଜରାଟ ଦଖଲ ପାଇଁ ନିଜେ ରାହୁଲ ଗାନ୍ଧୀ ଗୁଜରାଟର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ବୁଲି ମାରାଥନ ପ୍ରଚାର କରୁଛନ୍ତି। ପଟିଦାର ନେତା ହାର୍ଦ୍ଦିକ ପଟେଲ ମଧ୍ୟ ବାଇକ୍ ରାଲି, ରୋଡ ସୋ ଓ ରାଲି କରି ମୋଦିଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ରାଜନେତାମାନେ ଭଗବାନଙ୍କ ଆଶୀର୍ବାଦ ନେବାକୁ ଭୁଲିନାହାଁନ୍ତି। ଆଜି ଅମ୍ବାଜିଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପଟେ ରାହୁଲ ଗାନ୍ଧି ମଧ୍ୟ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି। ସୁରକ୍ଷା କାରଣରୁ ଅହମ୍ମଦାବାଦରେ ହେବାକୁ ଥିବା ବିଜେପିର ରାଲି ବାତିଲ ହେବା ପରେ ସି ପ୍ଲେନରେ ପ୍ରଧାନମନ୍ତ୍ରୀ ସାବରମତିରୁ ମେହଶାଣାର ଧାରୋଇ ଡ୍ୟାମ ପଯର୍ୟନ୍ତ ଯାଇଛନ୍ତି। ୧୪ ତାରିଖରେ ୯୩ଟି ଆସନରେ ମତଦାନ ହେବ ଏବଂ  ୧୮ ତାରିଖରେ ଭୋଟ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story