ରାହୁଲ ଗାନ୍ଧି ମହିଳା ଟଏଲେଟ୍‌କୁ କ’ଣ ପାଇଁ ପଶିଥିଲେ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ଟଏଲେଟରେ ରାହୁଲ ଗାନ୍ଧି। ଗୁଜରାଟରେ ନିର୍ବାଚନ ପ୍ରଚାରରେ ଥିବା ରାହୁଲ ଗାନ୍ଧି ମୋଦିଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଥିବାବେଳେ ପୁଣି ଏକ ଘଟଣା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି। ଗତକାଲି ଅଜାଣତରେ ସେ ମହିଳା ଟଏଲେଟରେ ପ୍ରବେଶ କରିବା କଥା ଜଣା ପଡିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୁଜରାଟର ଛୋଟା ଉଦେପୁର ଜିଲ୍ଲା ଟାଉନ ହଲ୍ ଠାରେ ଏକ କାର୍ଯ୍ୟକ୍ରମ କରି ରାହୁଲ ଜିଲ୍ଲାର ଯୁବକମାନଙ୍କ ସହିତ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 07:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ଟଏଲେଟରେ ରାହୁଲ ଗାନ୍ଧି। ଗୁଜରାଟରେ ନିର୍ବାଚନ ପ୍ରଚାରରେ ଥିବା ରାହୁଲ ଗାନ୍ଧି ମୋଦିଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଥିବାବେଳେ ପୁଣି ଏକ ଘଟଣା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି। ଗତକାଲି ଅଜାଣତରେ ସେ ମହିଳା ଟଏଲେଟରେ ପ୍ରବେଶ କରିବା କଥା ଜଣା ପଡିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗୁଜରାଟର ଛୋଟା ଉଦେପୁର ଜିଲ୍ଲା ଟାଉନ ହଲ୍ ଠାରେ ଏକ କାର୍ଯ୍ୟକ୍ରମ କରି ରାହୁଲ ଜିଲ୍ଲାର ଯୁବକମାନଙ୍କ ସହିତ ଆଲୋଚନା କରୁଥିଲେ। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଟାଉନ ହଲରୁ ବାହାରିବା ସମୟରେ ହଠାତ୍ ରାହୁଲ ଟଏଲେଟ୍ ଆଡ଼କୁ ଯାଇଥିଲେ। ପୁରୁଷ ଟଏଲେଟ ନଯାଇ ଭୁଲରେ ରାହୁଲ ମହିଳା ଟଏଲେଟ୍‌ରେ ପ୍ରବେଶ କରିଥିଲେ। ଏହି ଘଟଣା ପରେ ସେଠାରେ ଗଣମାଧ୍ୟମ କର୍ମୀଙ୍କ ସହିତ ଉପସ୍ଥିତ ଲୋକଙ୍କ ଭିଡ଼ ଜମିଥିଲା। ରାହୁଲ ମହିଳା ଟଏଲେଟରୁ ବାହାରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକେ ହସି ହସି ବେଦମ୍ ହୋଇଥିଲେ।

ପରେ ଜଣାପଡ଼ିଥିଲା କି ରାହୁଲ ଭୁଲରେ ମହିଳା ଟଏଲେଟରେ ପ୍ରେବେଶ କରିଥିଲେ। ଯଦିଓ ସେଠାରେ ଗୁଜୁରାଟିରେ ମହିଳା ଟଏଲେଟ୍ ଲେଖାଥିଲା। କନ୍ତୁ ରାହୁଲ ଗୁଜୁରାଟି ଜାଣିନଥିବାରୁ ଏପରି ଘଟଣା ଘଟିଥିଲା ବୋଲି ଜଣରପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story