ଆହତ ସାମ୍ବାଦିକଙ୍କୁ ହସ୍ପିଟାଲ୍‌ ନେଇ ମନ ଜିଣିଲେ ରାହୁଲ

ନୂଆଦିଲ୍ଲୀ: ଏକ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିବା ଜଣେ ସାମ୍ବାଦିକଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଗାଡ଼ିରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ତାଙ୍କୁ ଏମ୍ସ ହସ୍ପିଟାଲ୍‌ ନେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ରାହୁଲଙ୍କ ମାନବିକତାକୁ ପ୍ରଶଂସା କରାଯାଇଛି। ଆଜି ଦିଲ୍ଲୀର ରାଜରାସ୍ତାରେ ରାଜେନ୍ଦ୍ର ବ୍ୟାସ ନାମକ ଜଣେ ସାମ୍ବାଦିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ରାହୁଲ ଗାନ୍ଧି ନିଜ ଗାଡ଼ିରେ ସେହି ରାସ୍ତା […]

wa

wa

Hemant Lenka
  • Published: Wednesday, 27 March 2019
  • Updated: 27 March 2019, 09:58 PM IST

Sports

Latest News

ନୂଆଦିଲ୍ଲୀ: ଏକ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିବା ଜଣେ ସାମ୍ବାଦିକଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଗାଡ଼ିରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ତାଙ୍କୁ ଏମ୍ସ ହସ୍ପିଟାଲ୍‌ ନେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ରାହୁଲଙ୍କ ମାନବିକତାକୁ ପ୍ରଶଂସା କରାଯାଇଛି।

ଆଜି ଦିଲ୍ଲୀର ରାଜରାସ୍ତାରେ ରାଜେନ୍ଦ୍ର ବ୍ୟାସ ନାମକ ଜଣେ ସାମ୍ବାଦିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ରାହୁଲ ଗାନ୍ଧି ନିଜ ଗାଡ଼ିରେ ସେହି ରାସ୍ତା ଦେଇ ପାସ୍‌ କରୁଥିଲେ। ଆହତ ସାମ୍ବାଦିକଙ୍କ ଅବସ୍ଥା ଦେଖି ରାହୁଲ ତାଙ୍କୁ ତୁରନ୍ତ ନିଜ ଗାଡ଼ିକୁ ଆଣି ତାଙ୍କର ପ୍ରାଥମିକ ଚିକିତ୍ସା ନିଜ ହାତରେ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନେଇଯାଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ରାହୁଲ ଗାନ୍ଧି ନିଜ ରୁମାଲରେ ସାମ୍ବାଦିକଙ୍କ କ୍ଷତସ୍ଥାନକୁ ପୋଛୁଥିବା ଦେଖିବାକୁ ମିଳିଛି।

ଏହାପୂର୍ବରୁ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଜଣେ ସାମ୍ବାଦିକ ତଳେ ପଡ଼ିଯିବା ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story