କେଜ୍ରିଙ୍କୁ ଛିଗୁଲେଇକି ମେଣ୍ଟ କଥା କହିଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ କରିବାକୁ ଚାହୁଁଥିବା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି। ତେବେ ସେ ମେଣ୍ଟ ପାଇଁ ଟ୍ୱିଟ୍‌ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଛିଗୁଲେଇବାକୁ ଭୁଲି ନାହାନ୍ତି। ମେଣ୍ଟ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଥିବା ରାହୁଲ ଗାନ୍ଧି ଆଜି କହିଛନ୍ତି, “ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମେଣ୍ଟ କରିବା ବିଜେପି ପାଇଁ ଘାତକ ସାବ୍ୟସ୍ତ ହେବ। ବିଜେପିକୁ ହଟାଇବା ପାଇଁ […]

wa

wa

Hemant Lenka
  • Published: Monday, 15 April 2019
  • Updated: 15 April 2019, 08:58 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ କରିବାକୁ ଚାହୁଁଥିବା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି। ତେବେ ସେ ମେଣ୍ଟ ପାଇଁ ଟ୍ୱିଟ୍‌ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଛିଗୁଲେଇବାକୁ ଭୁଲି ନାହାନ୍ତି।

ମେଣ୍ଟ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଥିବା ରାହୁଲ ଗାନ୍ଧି ଆଜି କହିଛନ୍ତି, “ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମେଣ୍ଟ କରିବା ବିଜେପି ପାଇଁ ଘାତକ ସାବ୍ୟସ୍ତ ହେବ। ବିଜେପିକୁ ହଟାଇବା ପାଇଁ ଆପ୍‌କୁ କଂଗ୍ରେସ ଦିଲ୍ଲୀର ୭ଟି ଆସନରୁ ୪ଟି ଦେବାକୁ ପ୍ରସ୍ତୁତ ରହିଛି। କିନ୍ତୁ ମହାଶୟ କେଜ୍ରିୱାଲ ପୁଣିଥରେ ୟୁ-ଟର୍ଣ୍ଣ ନେଇଛନ୍ତି। ମେଣ୍ଟ ପାଇଁ ଆମ ଦ୍ୱାର ଖୋଲା ରହିଛି। କିନ୍ତୁ ସମୟ ଗଡ଼ି ଯାଉଛି।”

ରାହୁଲଙ୍କ ଏଭଳି ଟ୍ୱିଟର ଜବାବ କେଜ୍ରିୱାଲ ସଙ୍ଗେସଙ୍ଗେ ଦେଇଛନ୍ତି। ସେ କହିଛନ୍ତି, “ଆପଣ କେଉଁ ୟୁଟର୍ଣ୍ଣ କଥା କହୁଛନ୍ତି?ମେଣ୍ଟ ପାଇଁ ଆଲୋଚନା ଏବେ ବି ଜାରି ରହିଛି। ଆପଣଙ୍କ ଟ୍ୱିଟ୍‌ ମେଣ୍ଟ ପାଇଁ ନିବେଦନ ନୁହେଁ ବରଂ ଏହା କେବଳ ଏକ ପ୍ରବଞ୍ଛନା।

ମୋତେ ଦୁଃଖ ଲାଗୁଛି ଆପଣ ଖାଲି ବୟାନବାଜି କରୁଛନ୍ତି। ଏବେ କେବଳ ମୋଦି ଓ ଶାହଙ୍କ କବଳରୁ ଦେଶକୁ ରକ୍ଷା କରିବାର ସମୟ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆପଣ ୟୁପି ଓ ଦେଶର ଅନ୍ୟ ରାଜ୍ୟରେ ମୋଦି ବିରୋଧୀ ଭୋଟ୍‌କୁ ଭାଗଭାଗ କରୁଛନ୍ତି। ଏପରି କରି ଆପଣ ମୋଦିଙ୍କୁ ସହଯୋଗ କରୁଛନ୍ତି।”

ରବିବାର କେଜ୍ରିୱାଲ କହିଥିଲେ, ଦେଶକୁ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଠାରୁ ରକ୍ଷା କରିବା ପାଇଁ ଆପ୍‌ କିଛି ବି କରିବାକୁ ପ୍ରସ୍ତୁତ ରହିଛି। ପୂର୍ବରୁ କଂଗ୍ରେସ ଓ ଆପ୍‌ ଦିଲ୍ଲୀରେ ମେଣ୍ଟ ପାଇଁ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ କଂଗ୍ରେସ ଏହି ମେଣ୍ଟ ପାଇଁ ଆଗ୍ରହ ପ୍ରକାଶ କରି ନଥିବା କେଜ୍ରିୱାଲ କହିଥିଲେ। ସିଟ୍‌ ଶେୟାରିଂକୁ ନେଇ ଉଭୟ ଦଳ ମଧ୍ୟରେ ଅଙ୍କ ଛିଡ଼ି ନଥିବାରୁ ଏହି ମେଣ୍ଟ ଯୋଜନା ଫସର ପାଲଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story